ବାପାକୁ ହତ୍ୟା କରି ପୁଅ ଗିରଫ

ବାପାକୁ ହତ୍ୟା କରି ପୁଅ ଗିରଫ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କାଚଖଣ୍ଡି ଗ୍ରାମର ଅଭାବନୀୟ ଘଟଣା । ମୃତକ ହେଲେ ପ୍ରକାଶ ସେଠୀ ।

ବାପାକୁ ହତ୍ୟା କରି ପୁଅ ଗିରଫ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କାଚଖଣ୍ଡି ଗ୍ରାମର ଅଭାବନୀୟ ଘଟଣା । ମୃତକ ହେଲେ ପ୍ରକାଶ ସେଠୀ । ସାମାନ୍ୟ କଥାକୁ କେନ୍ଦ୍ର କରି ଅଶ୍ୱିନୀ ସେଠୀ ତାଙ୍କ ବାପାଙ୍କୁ ହତ୍ୟା କରିଛି । ଶେରଗଡ଼ ପୋଲିସ ଅଶ୍ୱିନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.