ଜେଜେ ମାଆଙ୍କୁ ହତ୍ୟା କଲା ନାତି

ଜେଜେ ମାଆଙ୍କୁ ହତ୍ୟା କଲା ନାତି । ହତ୍ୟାକୁ ଲୁଚାଇବାକୁ ଯାଇ ମାଆ ପୁଅ ମିଶି ମୃତଦେହକୁ ପୋତି ଦେଲେ । ୪ ଦିନ ପରେ ମାଟି ତଳୁ ମିଳିଛି ଗଳିତ ମୃତଦେହ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁର ଅଭାବନୀୟ ଘଟଣା ।

ନବରଙ୍ଗପୁର(କେନ୍ୟୁଜ):  ଜେଜେ ମାଆଙ୍କୁ ହତ୍ୟା କଲା ନାତି । ହତ୍ୟାକୁ ଲୁଚାଇବାକୁ ଯାଇ ମାଆ ପୁଅ ମିଶି ମୃତଦେହକୁ ପୋତି ଦେଲେ । ୪ ଦିନ ପରେ ମାଟି ତଳୁ ମିଳିଛି ଗଳିତ ମୃତଦେହ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁର ଅଭାବନୀୟ ଘଟଣା । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.