ଏମିତି ପୁଅକୁ ଧିକ୍ ! ମଦ ପିଇବା ପାଇଁ ଟଙ୍କା ନଦେବାରୁ ବାପାକୁ ମାଡ ମାରିବା ଅଭିଯୋଗରେ ଗିରଫ

ପୁରୀ (କେନ୍ୟୁଜ): ମଦ ପିଇବା ପାଇଁ ବାପାଙ୍କ ଠାରୁ ନିୟମିତ ଟଙ୍କା ନେଉଥିଲା ପୁଅ।ଟଙ୍କା ନ ଦେବାରୁ ବାପାଙ୍କୁ ମାଡ ମାରିଥିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ।ଗିରଫ ବ୍ୟକ୍ତି ବଡ଼ଶଙ୍ଖ ନୂଆସାହିର ଅଭିଷେକ ତ୍ରିପାଠୀ। ବାପା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଆର୍ତ୍ତତ୍ରାଣ ତ୍ରିପାଠୀଙ୍କୁ ମଦ ପାଇଁ ଟଙ୍କା ମାଗି ୨୨୦୦ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.