Browsing Tag

drinking alcohol

ଇରାନରେ ବିଷାକ୍ତ ମଦ ନେଲା ୨୬ ଜୀବନ, ୧୦୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

ଇରାନରେ ବିଷାକ୍ତ ମଦ ପିଇ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ମିଥାନୋଲ ଯୁକ୍ତ ବିଷାକ୍ତ ମଦ୍ୟପାନ କରିବା ପରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ମୁତାବକ, ଉତ୍ତର ପ୍ରାନ୍ତର ମାଞ୍ଜଦରାନ୍‌ ଓ ଗିଲାନ୍ ଏବଂ ପଶ୍ଚିମ ପ୍ରାନ୍ତ ହମାଦାନର ବିଭିନ୍ନ ସହରରେ…

ଚନ୍ଦାପଣର କାରଣ ହୋଇପାରେ ମାତ୍ରାଧିକ ମଦ୍ୟପାନ ଏବଂ ସ୍ମୋକିଙ୍ଗ

ବର୍ତ୍ତମାନର ଆଧୁନିକ ଜୀବନଶୈଳୀରେ ଅନେକ ଅସ୍ୱାସ୍ଥ୍ୟକର ଅଭ୍ୟାସ ଆମ ଜୀବନରେ ଯୋଡ଼ି ହୋଇଛି । ଏହି ଅଭ୍ୟାସ ମଧ୍ୟରୁ ସ୍ମୋକିଙ୍ଗ ଏବଂ ଡ୍ରିଙ୍କିଙ୍ଗ ଅନ୍ୟତମ । ଏହି ଦୁଇଟି ଅଭ୍ୟାସ ଦ୍ୱାରା ଶରୀରରେ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି ଭୟଙ୍କର ସମସ୍ୟା ବିଷୟରେ ଲୋକମାନେ ଜାଣିଥିଲେ…

ସେ ଭୁଲ ହେଉ କି ଠିକ୍‌ ମଦ ପିଇଲା ପରେ ପାଟିରୁ ଅନର୍ଗଳ ଇଂରାଜୀ କାହିଁକି ବାହାରେ 

ମଦ ପିଇବା ଶରୀର ପାଇଁ ହାନିକାରକ । ଏକଥା ସବୁଠି ଲେଖା ଆଉ ସମସ୍ତେ ଜାଣନ୍ତି । ଯାହା ଧର୍ମକୁ ଆଖିଠାର କହିଲେ ଭୁଲ ହେବ ନାହିଁ । ଏହାକୁ ପଢ଼ି କେବେ କେହି ମଦୁଆ ମଦ ଛାଡ଼ି ଦେଇଥିବେ, ଏ ବିଶ୍ୱାସ ତ ଆମର ନାହିଁ । ମଦୁଆଙ୍କ ଭିତରେ ଅଲଗା ଅଲଗା ବର୍ଗ ଅଛନ୍ତି । ଯେମିତି କି କିଏ ମଦ ପିଉଛି ତ ଆଉ…

ଏମିତି ପୁଅକୁ ଧିକ୍ ! ମଦ ପିଇବା ପାଇଁ ଟଙ୍କା ନଦେବାରୁ ବାପାକୁ ମାଡ ମାରିବା ଅଭିଯୋଗରେ ଗିରଫ

ପୁରୀ (କେନ୍ୟୁଜ): ମଦ ପିଇବା ପାଇଁ ବାପାଙ୍କ ଠାରୁ ନିୟମିତ ଟଙ୍କା ନେଉଥିଲା ପୁଅ।ଟଙ୍କା ନ ଦେବାରୁ ବାପାଙ୍କୁ ମାଡ ମାରିଥିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ।ଗିରଫ ବ୍ୟକ୍ତି ବଡ଼ଶଙ୍ଖ ନୂଆସାହିର ଅଭିଷେକ ତ୍ରିପାଠୀ। ବାପା ଅବସରପ୍ରାପ୍ତ ସରକାରୀ କର୍ମଚାରୀ…

ହଜାରେ ଟଙ୍କା ଜିତିବା ଲୋଭରେ ବୋତଲେ ମଦ ପିଇଦେଲେ ଯୁବକ, ୨ ମିନିଟ୍‌ରେ ହିଁ ଚାଲିଗଲା ଜୀବନ

ଲୋକମାନେ ମଜାରେ ଅନେକ ଥର ଏମିତି ସର୍ତ୍ତ ଲଗାଇ ଦିଅନ୍ତି, ଯାହା ପରେ ତାଙ୍କ ପାଇଁ ହିଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଚ୍ୟାଲେଞ୍ଜ ଦେବା ପରେ ଏହାକୁ ଜିତିବା ପାଇଁ ମଧ୍ୟ ଲୋକ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ହୋଇଯାଇଥାନ୍ତି। ଏଭଳି ସ୍ଥିତିରେ ବେଳେ ବେଳେ ଏହା ଘାତକ ପ୍ରମାଣିତ…

ମଦ ପିଇଲେ ଆଉ ରକ୍ଷା ନାହିଁ, ଧରାପଡ଼ିଲେ ଜରିମାନା ଓ ଜେଲ୍‌ ସୁନିଶ୍ଚିତ

ମଦ ପିଇଲେ ଆଉ ରକ୍ଷା ନାହିଁ। ଏବେ ଦେବାକୁ ପଡ଼ିବ ଜରିମାନା ଓ ଭୋଗିବାକୁ ପଡ଼ିପାରେ ଜେଲ ଦଣ୍ଡ। ଏଭଳି ନିୟମ ଆଣୁଛନ୍ତି ବିହାରର ନୀତିଶ ସରକାର। ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ମୋଟ୍‌ ୧୪ଟି ଦାବି ଉପରେ ମୋହର…

ମଦୁଆଙ୍କୁ ଧରିବା ପାଇଁ କଟକରେ ସ୍ୱତନ୍ତ୍ର ଅଭିଯାନ, ସର୍ବସାଧାରଣ ସ୍ଥାନରେ ମଦ ପିଇ ଧରାପଡିଲେ ୬୫ ଜଣ

କଟକ(କେନ୍ଯୁଜ୍): ଜୋର ଧରିଲା ମଦୁଆ ଧରପଗଡ଼। ପାର୍ବଣ ସମୟରେ ମଦୁଆଙ୍କୁ ଧରିବା ପାଇଁ କଟକରେ ସ୍ୱତନ୍ତ୍ର ଅଭିଯାନ । ସର୍ବସାଧାରଣ ସ୍ଥାନରେ ମଦ ପିଇ ଧରାପଡିଲେ ୬୫ ଜଣ। ସହରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଡ୍ରାଇଭ୍‌ ଚାଲିଥିବା କଟକ ଡିସିପି ସୂଚନା ଦେଇଛନ୍ତି। ସର୍ବ ସାଧାରଣରେ ମଦ ପିଉଥିଲେ…