Below header

ପୁଅ ହେଲା ପିଶାଚ, ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହାଣିଦେଲା ପୁଅ

ପୁଅ ଗୋପାଳ ଓଝା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି l ହତ୍ୟାର କାରଣ ଜଣାପଡିନାହିଁ। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ଯାଜପୁର ଟାଉନ(କେନ୍ୟୁଜ୍): ମାଆକୁ ହତ୍ୟା କଲା ପୁଅ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବିନ୍ଧାଣୀ ସାହିରେ ଏହି ଘଟଣା ଘଟିଛି। ଧାରୁଆ ଅସ୍ତ୍ରରେ ନିଜ ମାଆକୁ ହତ୍ୟା କରିଛି ପୁଅ। ମୃତକ ହେଲେ ଶୁକଦେବ ଓଝାଙ୍କ ପତ୍ନୀ ପ୍ରେମଲତା । ପୁଅ ଗୋପାଳ ଓଝା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି l ହତ୍ୟାର କାରଣ ଜଣାପଡିନାହିଁ। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁଅ ଗୋପାଳ ଓଝା ଘଟଣା ସ୍ଥଳରୁ ଫେରାର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.