Below header

୭ ବର୍ଷ ତଳର ଫେରାର ଦୁଷ୍କର୍ମ ଅଭିଯୁକ୍ତକୁ ବାନ୍ଧିଲା ସ୍ପେଶାଲ ସ୍କ୍ଵାର୍ଡ

ଭୁବନେଶ୍ବର: ୭ ବର୍ଷ ତଳର ଫେରାର ଅଭିଯୁକ୍ତକୁ ବାନ୍ଧିଲା ସ୍ପେଶାଲ ସ୍କ୍ଵାର୍ଡ । ୭ ବର୍ଷ ତଳେ କୋର୍ଟରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ।

ଅଭିଯୁକ୍ତର ନାଁ ଭାସ୍କର ସାହୁ। ଅଭିଯୁକ୍ତ ୨୦୧୪ ମସିହାରେ ଗଣଦୁଷ୍କର୍ମ ମାମଲାରେ ଗିରଫ କରିଥିଲା ମହିଳା ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.