Below header

ଢ଼େଙ୍କାନାଳ: ସୁରପ୍ରତାପପୁର ଫାଣ୍ଡିର ପୂର୍ବତନ ଏଏସ୍‌ଆଇଙ୍କୁ ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ୨୦୧୫ରେ ନେଇଥିଲେ ଲାଞ୍ଚ

ଢେଙ୍କାନାଳ(କେନ୍ୟୁଜ୍):   ଲାଞ୍ଚୁଆ ପୋଲିସ ଅଧିକାରୀଙ୍କୁ ୩ ବର୍ଷ ଜେଲ ଦଣ୍ଡ। ଢ଼େଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ବୀରବର ଲେଙ୍କାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌। ୨୦୧୫ ମସିହା ଅକ୍ଟୋବର ମାସରେ ବୀରବର ଜବତ ଟ୍ରାକ୍ଟରକୁ ଛାଡ଼ି ଦେବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକିବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗ। କିଛି ଦିନ ପୂର୍ବରୁ ଆଡିଆଇଜିଙ୍କ ତଦନ୍ତ ରିପୋର୍ଟ ଆଧାରରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.