ଆସନ୍ତା କାଲିଠୁ ଏହି ୩ ଜିଲ୍ଲାରେ ଗାଡ଼ି ସୋରୁମ ଖୋଲିବା ପାଇଁ ସରକାରଙ୍କ ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ୪ ଟି ସ୍ଥାନର ଲୋକେ ଏଣିକି ଅନ୍ୟ ଜିଲ୍ଲାକୁ ଯିବାକୁ ପଡିବନି ଆରଟିଓ ପଞ୍ଜିକରଣ ପାଇଁ । ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା ଓ ଗଜପତି ଆରଟିଓରେ ନୂଆ ଗାଡ଼ି ପଞ୍ଜିକରଣ ପାଇଁ ଅନୁମତି ମିଳିଛି । ଏଥିପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବା STA ଅନୁମତି ଦେଇଛନ୍ତି ।

ଆସନ୍ତା କାଲିଠୁ ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ଗାଡ଼ି ସୋରୁମ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ ଲକଡାଉନ ପାଇଁ ଅନ୍ୟ ସବୁ ଜିଲ୍ଲାରେ ସୋରୁମ ଖୋଲିବାକୁ ଅନୁମତି ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.