କାରର ରଙ୍ଗ ଚେଞ୍ଜ କଲେ ଲାଗିବ ବଡ଼ ଜରିମାନା, ଜାଣନ୍ତୁ କଣ ରହିଛି ନିୟମ
ଭାରତରେ କାରରେ ପେଣ୍ଟ କିମ୍ବା ରଙ୍ଗ ଚେଞ୍ଜ କରିବା ସମ୍ବନ୍ଧୀୟ ନିୟମ ରହିଛି । ଯଦି ଆପଣ ନିଜ କାରର ରଙ୍ଗ ଚେଞ୍ଜ କରୁଛନ୍ତି, ତେବେ ଏହାକୁ ଆରଟିଓରେ ରେଜିଷ୍ଟର କରାଇବା ଆଇନଗତ ଭାବେ ଆବଶ୍ୟକ । ଭାରତୀୟ ମୋଟର ଯାନ ଅଧିନିୟମ ଅନୁଯାୟୀ ଗାଡ଼ିର ରଙ୍ଗ ଚେଞ୍ଜ କଲେ ରେଜିଷ୍ଟ୍ରେସନ ସାର୍ଟିଫିକେଟରେ…