Below header
Browsing Tag

rto

ଏଣିକି ଆଉ ଆରଟିଓ ଅଫିସ୍‌ରେ ଲାଗିବନି ଲମ୍ବା ଲାଇନ୍‌, ଲାଗୁ ହେବ ଟୋକନ୍ ବ୍ୟବସ୍ଥା

କଟକ (କେନ୍ୟୁଜ୍) : ଏଣିକି ଆଉ ଆରଟିଓ ଅଫିସ୍‌ରେ ଲାଗିବନି ଲମ୍ବା ଲାଇନ୍‌ । କଟକ ସମେତ ୮ଟି ଆରଟିଓରେ ଲାଗୁ ହେବ ଟୋକନ ବ୍ୟବସ୍ଥା । ଏସ୍‌ଟିଏ ଓ ଏନ୍‌ଏସ୍‌ଆଇସି ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡି କାଗଜପତ୍ର, ଯେକୌଣସି କାମ ପାଇଁ ଟୋକନ୍‌ ଦିଆଯିବ ।…

ସ୍ମାର୍ଟସିଟିରେ ନକଲି ଆରଟିଓଙ୍କ ଫାଇନ ଅସୁଲି, ଧରାପଡି ହେଲେ ହଟହଟା

ଭୁବନେଶ୍ବର(କେନ୍ୟୁଜ୍): ନକଲି  ଆରଟିଓ କରୁଥିଲେ ଫାଇନ ଆଦାୟ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଗିରଫ କରିଛି କମିଶନରେଟ  ପୋଲିସ। ସୂଚନା ମୁତାବକ ଦୁଇ ଜଣ ଯୁବକ ନିଜକୁ ଆରଟିଓ ଦର୍ଶାଇ ନୟାପଲ୍ଲୀ ଫ୍ଲାଏ ଓଭର ଉପରେ ମାଲ ବୋଝେଇ ଟ୍ରକମାନଙ୍କଠାରୁ ଫାଇନ ଆଦାୟ କରୁଥିଲେ। ଯାହାର…

ଗାଡି ଚାଳକଙ୍କ ପାଇଁ ଖୁସି ଖବର : ଜୁନ ୩୦ ଯାଏଁ ଘୁଂଚିଲା ଡିଏଲ, ପରମିଟ ଓ ଫିଟନେସ୍ ନବୀକରଣ ଅବଧି

କାରୋନା ଭାଇରସ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ଥିବାବେଳେ ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଗାଡି ଚାଳକଙ୍କୁ ଆସ୍ୱସ୍ତି ଦେଇଛନ୍ତି ସରକାର। କାରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି। କେନ୍ଦ୍ର ସରକାର ସେହି ଗାଡି ମାଲିକଙ୍କୁ ଆସ୍ୱସ୍ତି ଦେଇଛନ୍ତି ଯେଉଁମାନଙ୍କର ଗାଡି…

କାର୍‌ ଚାଳକକୁ ହେଲମେଟ୍‌ ପାଇଁ ଫାଇନ୍‌, ଜରିମାନା ହଜାରେ ଟଙ୍କା କଟିଲା ସମ୍ବଲପୁର ଜିଲ୍ଲା ପରିବାହନ ବିଭାଗ

ସମ୍ବଲପୁର(କେନ୍ୟୁଜ୍):  କାର୍‌ ଚାଳକକୁ ହେଲମେଟ୍‌ ପାଇଁ ଫାଇନ୍‌ । ଜରିମାନା କଟିଲା ହଜାରେ ଟଙ୍କା । ଚାଲାଣ କାଟିଲା ସମ୍ବଲପୁର ଜିଲ୍ଲା ପରିବାହନ ବିଭାଗ । ଗତକାଲି ଟ୍ରାଫିକ ଯାଞ୍ଚରେ ପଡିଥିଲେ ସମ୍ବଲପୁର ନନ୍ଦପଡ଼ାର ଚନ୍ଦ୍ର କୁମାର ବେହେରା । ନିଜ ପତ୍ନୀଙ୍କ ସହିତ କାରରେ ବୁର୍ଲା ଅଭିମୁଖେ…

ଡାଟାଏଣ୍ଟ୍ରୀ ଅପରେଟର ଯୁବକଙ୍କଠାରୁ ଚାକିର ନିୟମିତ କରାଇଦେବାକୁ କହି ଲାଞ୍ଚଖାଇଲେ ନବରଙ୍ଗପୁର ଆରଟିଓ, ଭିଡିଓ ହେଲା…

ନବରଙ୍ଗପୁର(କେନ୍ୟୁଜ୍): ଠିକ କର୍ମଚାରୀଙ୍କ ଚାକିରିକୁ ସ୍ଥାୟୀ କରିବା ନେଇ ଲାଞ୍ଚ ନେଇ ହରଡ ଘଣାରେ ନବରଙ୍ଗପୁର ଆରଟିଓ। ଲକ୍ଷ୍ମୀନାଥ ହରିଜନ ନାମକ ଜଣେ ଯୁବକ M.N ଏଣ୍ଟରପ୍ରାଇଜେସ ଠିକା ସଂସ୍ଥା ତରଫରୁ ଆରଟିଓ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ । ଦୀର୍ଘ ୧୬ ମାସ ହେଲା…

ଡିସେମ୍ବର ୧ରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ, ମଝିରେ ଆଉ ମାତ୍ର ୩ ଦିନ

ଭୁବନେଶ୍ବର(କେନ୍ୟୁଜ୍): ସରି ସରି ଆସୁଛି ଡେଡ୍‌ଲାଇନ୍‌। ଡିସେମ୍ବର ୧ରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ । ମଝିରେ ଆଉ ମାତ୍ର ୩ ଦିନ । ଯୋରଦାର ହେବ ଚେକିଂ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଆଦାୟ କରାଯିବ ଜରିମାନା । ଗାଡି କାଗଜପତ୍ର ଓ ପ୍ରମାଣପତ୍ର ହାସଲ କରିବାକୁ ପୁଣି…

ଡିସେମ୍ବର ୧ରୁ ନୂଆ ପରିବହନ ନିୟମ କଡ଼ାକଡ଼ି, ଗାଡ଼ି କାଗଜପତ୍ର ଓ ପ୍ରମାଣପତ୍ର ହାସଲ କରିବାକୁ ପୁଣି ଆରଟିଓରେ ପ୍ରବଳ ଭିଡ଼

ଭୁବନେଶ୍ବର: ପୁଣି ଆରଟିଓ ଅଫିସକୁ ଫେରିଲା ଭିଡ଼। ଗାଡ଼ି କାଗଜପତ୍ର ଓ ପ୍ରମାଣପତ୍ର ହାସଲ କରିବାକୁ ପୁଣି ଆରଟିଓରେ ପ୍ରବଳ ଲୋକ ଭିଡ଼। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଖାଦେଇଥିଲା ନାନା ସମସ୍ୟା। ଏଥିପାଇଁ ରାଜ୍ୟ ସରକାର ନିୟମକୁ ତିନିମାସ ପାଇଁ କୋହଳ କରିଥିଲେ। ଡିସେମ୍ବର ୧ ତାରିଖରୁ…

RTO କର୍ମଚାରୀ ପିନ୍ଧିବେ ବ୍ୟାଣ୍ଡ : ପରିବହନ କମିଶନର

ଭୁବନେଶ୍ବର (କେନ୍ୟୁଜ) : ଆରଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ବଡ଼ ପ୍ରୟାସ । ସେହି ଆଧାରରେ ସବୁ ଆଞ୍ଚଳିକ ଆରଟିଓ କାର୍ଯ୍ୟାଳୟକୁ ଚିଠି ଲେଖି ଜଣାଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା। ମଧ୍ୟସ୍ଥି, ଦଲାଲ କିମ୍ବା ଏଜେଣ୍ଟମାନେ କିଭଳି ଆରଟିଓ ଅଫିସରେ ପ୍ରବେଶ କରି ପାରିବେ ନାହିଁ,…

ବାଇକ୍‌ କିଣିଲେ ହେଲମେଟ୍ କିଣିବା ବାଧ୍ୟତାମୂଳକ, ଜାଣନ୍ତୁ କଣ ରହିଛି ନିୟମରେ

ବହୁ ସଂଖ୍ୟାରେ ଲୋକମାନେ ହେଲମେଟକୁ ନିଜର ସୁରକ୍ଷା ପାଇଁ ନୁହେଁ ବରଂ ପୋଲିସର ଫାଇନ ଭୟରେ ପିନ୍ଧନ୍ତି । ଅନେକ ଲୋକ ତ ହେଲମେଟ ବି କଣନ୍ତି ନାହିଁ । ହେଲେ ଏବେ ଆଉ ତ୍ରାହି ନାହିଁ । କାରଣ ତାମିଲନାଡୁ ଟ୍ରାନ୍ସପୋର୍ଟ କମିଶନର ବାଇକ ରାଇଡରମାନଙ୍କ ପାଇଁ ନୂଆ ନିର୍ଦେଶନାମା ଜାରି କରିଛନ୍ତି ।…

ଢେଙ୍କାନାଳ : ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ : ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରାଙ୍କ ଘରେ ଚଢାଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । କଟକରେ ୨ଟି ଓ ଭୁବନେଶ୍ୱରର ଗୋଟିଏ ସ୍ଥାନରେ…