ଭିଜିଲାନ୍ସ ଜାଲରେ ବୌଦ୍ଧ RTO, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ବୌଦ୍ଧ RTO। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ RTO ବସନ୍ତ କୁମାର ମହାପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ।

ଭୁବନେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ବୌଦ୍ଧ RTO । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ RTO ବସନ୍ତ କୁମାର ମହାପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ । କେବଳ ଭୁବନେଶ୍ବରର ୬ଟି ସ୍ଥାନରେ ଚାଲିଛି ରେଡ୍ । ବୌଦ୍ଧ ଓ ଗଞ୍ଜାମରେ ମଧ୍ୟ ଚାଲିଛି ଚଢ଼ାଉ । ଭଞ୍ଜନଗରରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ସମ୍ପର୍କୀୟ ଙ୍କ ଘର ଓ ବୌଦ୍ଧ ସ୍ଥିତ ଭଡାଘରେ ଚାଲିଛି ଚଢାଉ । ରେଡରେ ୨ଜଣ ଅତିରିକ୍ତ DSP, ୬ DSP ଓ ୬ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.