Below header

ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର, କରୋନାରେ ମୃତ୍ୟୁ ବରଣ କରିଥିବା ଇନସ୍ପେକ୍ଟରଙ୍କ ପରିବାରକୁ ଦେଲେ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି

ବଲାଙ୍ଗିର(କେନ୍ୟୁଜ୍):  ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର। କରୋନାରେ ମୃତ୍ୟୁ ବରଣ କରିଥିବା କୋଭିଡ ଯୋଦ୍ଧାଙ୍କୁ  ପ୍ରଦାନ କଲେ ଅନୁକମ୍ପା ରାଶି। ନିକଟରେ କରୋନାରେ ରେ ମୃତ୍ୟୁ ବରଣ କରିଥିଲେ ଇନସ୍ପେକ୍ଟର ବିଜୟାନନ୍ଦ କରକରା।

ଆଜି ରାଜ୍ୟ ସରକାର ନିଜ ପ୍ରତିଶୃତି ରକ୍ଷା କରି ବିଜୟାନନ୍ଦ କରକରାଙ୍କ ସ୍ତ୍ରୀ ହେମାଙ୍ଗିନୀଙ୍କୁ ଅନୁକମ୍ପା ରାଶି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। । ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ଏହି ଅର୍ଥରାଶିକୁ  ପ୍ରଦାନ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.