ଅନ୍ଧକାର ଭିତରେ ପିଲାଙ୍କ ଭବିଷ୍ୟତ , ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ

ମାଲକାନଗିରି (କେନ୍ଯୁଜ୍) :ଅନ୍ଧକାର ଭିତରେ ପିଲାଙ୍କ ଭବିଷ୍ୟତ । ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ। ଛାତ୍ରାବାସରେ ପାଚେରୀ ନଥିବା ଅଭିଯୋଗ ହୋଇଛି। ଏଭଳି ସମସ୍ୟା ଦେଖାଦେଇଛି ମାଲକାନଗିରି ଜିଲ୍ଲା ବାଲିମେଳା ବ୍ଳକ ମାରିଗେଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ।

studet

ଅନ୍ଧକାର ଭିତରେ ପିଲାଙ୍କ ଭବିଷ୍ୟତ। ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ। ଏଭଳି ସମସ୍ୟା ଦେଖାଦେଇଛି ମାଲକାନଗିରି ଜିଲ୍ଲା ବାଲିମେଳା ବ୍ଳକ ମାରିଗେଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ।  ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବହୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି।

school

ମାରିଗେଟା ସ୍କୁଲର ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ନାହିଁ ପାଚେରୀ । ସମସ୍ୟାର ସମାଧାନ ନେଇ ସ୍ଥାନୀୟ ବାସିନ୍ଦା ଓ ଶିକ୍ଷକମାନେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ପରେ ବି କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।

You might also like