ଓଟିଭି ନାମରେ ମାନହାନି ମକଦ୍ଦମା ରୁଜୁ କଲା ସମ ହସ୍ପିଟାଲ

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ଓଟିଭି ନାମରେ ମାନହାନି ମକଦ୍ଦମା । ଏହି ମକଦ୍ଦମା ରୁଜୁ କଲା ସମ ହସ୍ପିଟାଲ । କୋଭିଡ଼ ନିୟମ ଭାଂଗି ହସ୍ପିଟାଲର ନାମ ପ୍ରସାରଣ କରାଯାଇଛି ବୋଲି ହୋଇଛି ଅଭିଯୋଗ । ଓଟିଭି ମୁଖ୍ୟ ଜାଗିମଙ୍ଗତ ପଣ୍ଡାଙ୍କ ସମେତ ୭ ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି ସମ ହସ୍ପିଟାଲ କତ୍ତୃପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.