ଓଟିଭିକୁ ଆଇନର ଛାଟ, କିଟ୍ କୁ ବଦନାମ କଲା ଭଳି ଖବର ପ୍ରସାରଣ କରି ପାରିବ ନାହିଁ ଓଟିଭି ଏବଂ ଏହାର ପୋର୍ଟାଲ ଓଡିଶା…
ଓଟିଭିକୁ ଆଇନର ଛାଟ । କିଟ୍ କୁ ବିରୋଧରେ ଅପମାନ ଜନକ ଓ ବଦନାମ କଲା ଭଳି ଖବର ପ୍ରସାରଣ କରି ପାରିବ ନାହିଁ ଓଟିଭି ଏବଂ ଏହାର ପୋର୍ଟାଲ ଓଡିଶା ରିପୋର୍ଟର। ଏଭଳି ଲଗାମ ଲଗାଇଛନ୍ତି କଟକ ସିନିୟର ସିଭିଲ ଜଜ୍ କୋର୍ଟ। କିଟରେ ଏମବିଏ ପଢ଼ୁଥିବା କଟକର ଜଣେ ଛାତ୍ରଙ୍କ ଅଭିଭାବକ କରିଥିବା ସିଭିଲ…