ମାଲକାଗିରି: ନଦୀର ଜଳସ୍ତର ମାପୁଥିବା ବେଳେ ବୁଡ଼ିଗଲେ ସର୍ଭେ ଅଧିକାରୀ

ମାଲକାଗିରି(କେନ୍ୟୁଜ୍): ନଦୀର ଜଳସ୍ତର ମାପୁଥିବା ବେଳେ ବୁଡ଼ିଗଲେ ସର୍ଭେ ଅଧିକାରୀ। ମାଲକାଗିରି ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା। ପାଙ୍ଗାମ ନଦୀର ଜଳସ୍ତର ମାପୁଥିବା ବେଳେ ପାଣିରେ ବୁଡି ସର୍ଭେ ଅଧିକାରୀ ନିଖୋଜ ହୋଇଛନ୍ତି। ଜଳସ୍ତର ମାପିବା ପାଇଁ ଭୁବନେଶ୍ୱରରୁ ୪ଜଣ ଅଧିକାରୀ ଆସିଥିଲେ। ନିଖୋଜ ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ ଆସି ଉଦ୍ଧାର କାର୍ଯ୍ୟ ଜାରି ରହିଛି।