Below header

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ୫ମାସ ତଳେ କରିଥିଲେ ବିବାହ

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ୟୁନିଟ୍‌ ୯ ଭଗବତୀ ବସ୍ତିର ଏକ ଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଭୁବନେଶ୍ବର (କେନ୍ୟୁଜ): ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ୟୁନିଟ୍‌ ୯ ଭଗବତୀ ବସ୍ତିର ଏକ ଘରୁ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ନବବଧୂ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ତାହା ଅସ୍ପଷ୍ଟ ରହିଛି ।

୫ମାସ ତଳେ ବିବାହ କରିଥିଲେ ନବବଧୂ ବୋଲି କୁହାଯାଉଛି । ସ୍ବାମୀ ଓ ଦିଅରଙ୍କ ସହ ଭଗବତୀ ବସ୍ତିରେ ରହୁଥିଲେ । ମହିଳାଙ୍କ ଦେହରେ କ୍ଷତ ଚିହ୍ନ ଥିବା ନେଇ ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.