କରୋନା ପାଇଁ ଚଳିତ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୩୦% କମିଲା ସିଲାବସ୍‌

ଭୁବନେଶ୍ବର: କମିଲା ସିଲାବସ୍‌ । କରୋନା ପାଇଁ ଚଳିତ ବର୍ଷ ୩୦% କମିଲା ସିଲାବସ୍‌ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କମିଲା ସିଲାବସ୍‌ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ତିନିଟି କମିଟିର ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି ।

ସଂଶୋଧିତ ସିଲାବସ୍‌ ୩ଟି ୱେବସାଇଟରେ ମିଳିବ । SCERT, BSE, CHSE ୱେବସାଇଟରେ ସିଲାବସ୍‌ ଉପଲବ୍ଧ ହେବ । ସିଲାବସ୍‌ କମ୍‌ କରିବା ନେଇ କମିଟି ଗଠନ ହୋଇଥିଲା । ପ୍ରଥମରୁ ଅଷ୍ଟମ ପାଇଁ ଏସ୍‌ସିଇଆରଟି, ନବମ ଓ ଦାମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓ ଏକାଦଶ ଦ୍ୱାଦଶ ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦକୁ ଦାୟିତ୍ୱ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.