ଜୀବନ ଯୁଦ୍ଧରେ ହାରିଗଲେ ରୋଜାଲିନ୍, ଦିନେ ଆଇସିୟୁରେ ଡ୍ୟାନ୍ସ କରି ବଢାଉଥିବା ରୋଗୀଙ୍କ ମନୋବଳ

ସମ୍ବଲପୁର: କୋଭିଡରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଶିକ୍ଷୟିତ୍ରୀ ରୋଜାଲିନଙ୍କ ମୃତ୍ୟୁ ହୋଇଛି। ଭୀମସାର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଶିକ୍ଷୟତ୍ରୀ।

ଏ ହେଉଛନ୍ତି ସେହି ଶିକ୍ଷୟତ୍ରୀ, ଯିଏ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ରୋଗୀଙ୍କ ମନୋବଳ ବଢାଇବା ପାଇଁ ଡ୍ୟାନ୍ସ କରୁଥିଲେ । ଏହି ଡ୍ୟାନ୍ସ ପାଇଁ ସେ ବେଶ୍‌ ଚର୍ଚ୍ଚାରେ ଥିଲେ। ତାଙ୍କ ଡ୍ୟାନ୍ସ ଦେଖି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଖୁସି ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.