କ୍ୟାପିଟାଲ ହସ୍ପିଟାଲ ପଛପଟୁ ବ୍ୟାଗ୍‌ ଭିତରୁ ନବଜାତର ମୃତଦେହ ଉଦ୍ଧାର

ନବଜାତ ଶିଶୁର ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଆରମ୍ଭ । ଭୁବନେଶ୍ବର କ୍ୟାପିଲାଟ ହସ୍ପିଟାଲ ପଛପଟ ପଡ଼ିଆରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ନବଜାତ ଶିଶୁର ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଆରମ୍ଭ । ଭୁବନେଶ୍ବର କ୍ୟାପିଲାଟ ହସ୍ପିଟାଲ ପଛପଟ ପଡ଼ିଆରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଏକ ବ୍ୟାଗରୁ ମୃତଦେହ ଦବତ କରିଛି ପୋଲିସ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଆରମ୍ଭ । ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇବା ସହ ମୃତ ଶିଶୁପୁତ୍ରଟି କାହାର ସନେଇ ଖୋଳତାଡ଼ କରୁଛନ୍ତି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.