Browsing Tag

newborn baby boy rescued

ରାଜଧାନୀରେ ଅମାନବୀୟ ଘଟଣା, ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ବର: ରାଜଧାନୀରେ ଅମାନବୀୟ ଘଟଣା ।  ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଉଦ୍ଧାର କଲା କମିଶନରେଟ ପୋଲିସ ।  ଭୁବନେଶ୍ବର ପଟିଆ ଶୁଭମ ଆପାର୍ଟମେଣ୍ଟ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଟୋ ଭିତରେ ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । …

ସଇଁନ୍ତଲା ଭଦ୍ରା ଗାଁରୁ ଉଦ୍ଧାର ହେଲା ବିକ୍ରି ଶିଶୁ, ‘ସା’ କେନ୍ଦ୍ରରେ ରଖିଛି ପ୍ରଶାସନ 

ବଲାଙ୍ଗୀର : ଗରିବୀ ପାଇଁ ନବଜାତ ଶିଶୁପୁତ୍ରକୁ ବିକ୍ରି ଘଟଣାରେ ସଇଁନ୍ତଲା ଭଦ୍ରା ଗାଁରୁ ଉଦ୍ଧାର ହୋଇଛି ବିକ୍ରି ଶିଶୁ । ଘଟଣା ବିଷୟରେ ଜଣାପଡିବା ପରେ ପ୍ରଶାସନ ଖୋଳତାଡ କରି ବିକ୍ରି ହୋଇଥିବା ଶିଶୁ ପୁତ୍ରକୁ ଉଦ୍ଧାର କରିଛି ।  ଶିଶୁକୁ ଉଦ୍ଧାର ପରେ ‘ସା’ କେନ୍ଦ୍ରରେ ରଖାଯାଇଛି ।  ଉକ୍ତ…

ହସ୍ପିଟାଲ ବେଡ୍‌ରୁ ଚୋରି ଶିଶୁ ଉଦ୍ଧାର, ସିସିଟିଭି ପାଇଁ ଧରାପଡିଲା ଚୋର

ବାଲେଶ୍ୱର(କେନ୍ୟୁଜ): ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି । ଜଳେଶ୍ୱର ଅଞ୍ଚଳରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ୍ । ଶିଶୁ ଚୋରି କରିଥିବା ଆଶାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଉଦ୍ଧାର ପରେ…

କ୍ୟାପିଟାଲ ହସ୍ପିଟାଲ ପଛପଟୁ ବ୍ୟାଗ୍‌ ଭିତରୁ ନବଜାତର ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ): ନବଜାତ ଶିଶୁର ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଆରମ୍ଭ । ଭୁବନେଶ୍ବର କ୍ୟାପିଲାଟ ହସ୍ପିଟାଲ ପଛପଟ ପଡ଼ିଆରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଏକ ବ୍ୟାଗରୁ ମୃତଦେହ ଦବତ କରିଛି ପୋଲିସ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ ଆରମ୍ଭ ।…

ପୁଣି ଅଲୋଡ଼ା ଶିଶୁ କନ୍ୟା, ପୋଖରୀରୁ ନବଜାତକର ମୃତଦେହ ଉଦ୍ଧାର

ଗୋପ (କେନ୍ୟୁଜ): ପୁଣି ଅଲୋଡ଼ା ଶିଶୁ କନ୍ୟା । ମାତୃତ୍ଵ ଉପରେ ପୁଣି ଲାଗିଲା କଳଙ୍କ ! ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିମାପଡା ନିକଟ ସଲଙ୍ଗ ପଂଚାୟତ ଇନ୍ଦଲ ଗାଁରେ l ପୋଖରୀରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ନିମାପଡ଼ା ପୋଲିସର ତଦନ୍ତ ଜାରି…

ମା’ ହରାଇଲା ମାନବିକତା: ନବଜାତ ଶିଶୁ ପୁତ୍ରକୁ ପଡିଆରେ ଛାଡ଼ି ଚାଲିଗଲା

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମାଆ ହରାଇଲା ମାନବିକତା। ଜନ୍ମ କରି ନବଜାତ ଶିଶୁ ପୁତ୍ରକୁ ପିଲିବନ୍ଧ ନିକଟସ୍ଥ ଏକ ଖେଳ ପଡିଆ ରେ ଛାଡ଼ି ଚାଲିଗଲା ମାଆ। ନବଜାତକୁ କାନ୍ଦୁଥିବା ଅବସ୍ଥାରେ ସ୍ଥାନୀୟ ବାସିନ୍ଦା…

ନୟାଗଡ଼ ଶିଖରଗୋଛା ସ୍କୁଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଶିଖରଗୋଛା ସ୍କୁଲ ନିକଟ ରାସ୍ତା କଡ଼ ନିକଟରେ ଶିଶୁପୁତ୍ର ଉଦ୍ଧାର। ସଦ୍ଯ ନବଜାତକୁ ଜନ୍ମଦେଇ ମା’ ଫିଙ୍ଗି ଦେଇ ଚାଲି ଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସକାଳେ କିଛି ଲୋକ…