ମହାନଦୀରୁ ଉଦ୍ଧାର ହେଲା ମୃତଦେହ, ପରିଚୟ ଅସ୍ପଷ୍ଟ
ମହାନଦୀରେ ମୃତ ଦେହ। ଯୋବ୍ରା ବ୍ଯରେଜ ଗେଟରେ ଲାଗି ଭାସୁଛି ମୃତଦେହ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।
କଟକ (କେନ୍ୟୁଜ): ମହାନଦୀରେ ମୃତ ଦେହ। ଯୋବ୍ରା ବ୍ଯରେଜ ଗେଟରେ ଲାଗି ଭାସୁଛି ମୃତଦେହ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ଜଗତପୁର ଥାନା ପୋଲିସ ପହଁଚି ଅଧିକ ତଦନ୍ତ କରୁଛି।