ପୁଣି ମାଈ ହାତୀର ମୃତଦେହ ଠାବ, ବିଦ୍ୟୁତ୍‌ ତାର ସଂଶ୍ପର୍ସରେ ମୃତ୍ୟୁ ହୋଇଥିବା ସନ୍ଦେହ

ସନ୍ଦେହଜନକ ଅବସ୍ଥାରେ ମାଈ ହାତୀର ମୃତଦେହ ଠାବ ହୋଇଛି। ଢେଙ୍କାନାଳ ସଦର ରେଞ୍ଜ ବୋରାପଦା ଖମାର ଗାଁରେ ଥିବା ଏକ ଫାର୍ମ ହାଉସ୍‌ ପରିସରରୁ ମୃତଦେହ ଠାବ ହୋଇଛି। ବିଦ୍ୟୁତ୍‌ ତାର ସଂଶ୍ପର୍ସରେ ଆସି ମାଇ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଢେଙ୍କାନାଳ (କେନ୍ୟୁଜ): ପୁଣି ହାତୀ ମୃତ। ସନ୍ଦେହଜନକ ଅବସ୍ଥାରେ ମାଈ ହାତୀର ମୃତଦେହ ଠାବ ହୋଇଛି। ଢେଙ୍କାନାଳ ସଦର ରେଞ୍ଜ ବୋରାପଦା ଖମାର ଗାଁରେ ଥିବା ଏକ ଫାର୍ମ ହାଉସ୍‌ ପରିସରରୁ ମୃତଦେହ ଠାବ ହୋଇଛି। ବିଦ୍ୟୁତ୍‌ ତାର ସଂଶ୍ପର୍ସରେ ଆସି ମାଇ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତ ହାତୀର ବୟସ ୧୫ ବର୍ଷ ହେବ। ଘଟଣାସ୍ଥଳରେ DFO ଓ ଅନ୍ୟ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି। ଫାର ହାଉସ୍‌ଠାରୁ ଅଳ୍ପ ଦୂରରେ ହାତୀ ପଲ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.