Below header

ଅଭାବନୀୟ ଘଟଣା: ହସ୍ପିଟାଲରେ ମା’ ଓ ନବଜାତ ଶିଶୁକୁ ଛାଡ଼ି ପଳାଇଲେ ପରିବାର ଲୋକେ

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନବଜାତ ଶିଶୁ ସହ ମାକୁ ହସ୍ପିଟାଲରେ ଛାଡି ପଳାଇଲେ ପରିବାର ଲୋକେ ।

ଯାଜପୁର ଟାଉନ (କେନ୍ୟୁଜ): ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନବଜାତ ଶିଶୁ ସହ ମାକୁ ହସ୍ପିଟାଲରେ ଛାଡି ପଳାଇଲେ ପରିବାର ଲୋକେ ।

ମିଳିଥିବ ସୂଚନା ଅନୁଯାୟୀ, ଡଲି ମଲ୍ଲିକ ନାମକ ଜଣେ ମହିଳା ଏବଂ ତାଙ୍କ ନବଜାତ ଶିଶୁକୁ ମେଡିକାଲରେ ଛାଡ଼ି ପରିବାର ଲୋକେ ଫେରାର ହୋଇଯାଇଛନ୍ତି । ପାକହରେ କାହାକୁ ନ ପାଇ ମେଡିକାଲରେ ଛୁଆକୁ ଧରି କାନ୍ଦୁଛି ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.