Below header

ପ୍ରଧାନମନ୍ତ୍ରୀଙ୍କ ପଞ୍ଚପଣ ଶପଥ ମନ୍ତ୍ରକୁ ଛାତ୍ରଛାତ୍ରୀଙ୍କୁ ଶପଥ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ପୁରୀ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସକୃତି ବିଶ୍ବବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ପହଞ୍ଚି ମେରୀ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ

ପୁରୀ(କେନ୍ୟୁଜ୍):  ନିର୍ମଳା ସୀତାରମଣଙ୍କ ପଞ୍ଚସୂତ୍ରୀ ଶପଥ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚପଣ ଶପଥ ମନ୍ତ୍ରକୁ ଛାତ୍ରଛାତ୍ରୀଙ୍କୁ ଶପଥ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ପୁରୀ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସକୃତି ବିଶ୍ବବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ପହଞ୍ଚି ମେରୀ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ୧୨ଜଣ ସହିଦ ପରିବାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସୀତାରମଣ।

ଏହି ସମୟରେ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଥିଲେ। କାର୍ଯ୍ୟକ୍ରମରେ ଉଦ୍ ବୋଧନ ଦେଇ କହିଛନ୍ତି, ଆମକୁ ପରାଧୀନତାର ମନୋବୃତ୍ତିରୁ ମୁକୁଳିବାକୁ ପଡ଼ିବ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ ଭାବେ ଗଢ଼ିବାକୁ ହେବ। ଏଥିପାଇଁ କର୍ତ୍ତବ୍ୟର ଶପଥ ନେବାକୁ ପଡ଼ିବ ବୋଲି କହିଛନ୍ତି ସୀତାରମଣ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ସାମିଲଥିଲେ ଧର୍ମେନ୍ଦ୍ର ପ୍ରଧାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.