Browsing Tag

nirmala sitaraman

ବଜେଟ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ, ଦହିଚିନି ଖୁଆଇ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଉ କିଛି ସମୟରେ ସଂସଦରେ ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପେଡ଼ି। କେନ୍ଦ୍ରୀୟ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ସଂସଦରେ ଏହା ତାଙ୍କର ନବମ ବଜେଟ୍ ହେବ । ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ବଜେଟକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି । ଏହି ଅବସରରେ…

ଲୋକସଭାରେ ଉପସ୍ଥାପିତ ହେଲା ସଂଶୋଧିତ ଆୟକର ବିଲ ୨୦୨୫, ମାତ୍ର ୪ ମିନିଟରେ ହେଲା ପାସ୍

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ ୨୦୨୫ ଉପସ୍ଥାପନ କରିଛନ୍ତି । ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି । ମାତ୍ର ୪ ମିନିଟ ଭିତରେ ବିଲ୍ ପାସ୍ କରିଦିଆଯାଇଛି । ଗତ ସପ୍ତାହରେ…

କେନ୍ଦ୍ର ସରକାର ଆୟକର ବିଲ୍ ୨୦୨୫ କୁ କଲେ ପ୍ରତ୍ୟାହୃତ, ୧୧ରେ ଆସିବ ନୂଆ ବିଲ୍

କେନ୍ଦ୍ର ସରକାର ଆୟକର ବିଲ୍ ୨୦୨୫କୁ ପ୍ରତ୍ୟାହାର କରିନେଇଛନ୍ତି । ସରକାର ଏହା ବଦଳରେ ନୂଆ ବିଲ୍ ଆଣିବେ । ୨୦୨୫ ଫେବୃଆରୀ ୧୩ରେ ଲୋକସଭାରେ ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧ର ସ୍ଥାନ ନେବା ପାଇଁ ଏହି ବିଲକୁ ଆଗତ କରାଯାଇଥିଲା । ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ…

ବଜେଟ୍ ୨୦୨୫: ମଖାନା ଉତ୍ପାଦନ ଉପରେ ରହିବ କେନ୍ଦ୍ରର ଫୋକସ୍, ବିହାରରେ ଗଠନ ହେବ ବୋର୍ଡ

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟରେ ଅର୍ଥମନ୍ତ୍ରୀ କୃଷକମାନଙ୍କ ପାଇଁ ଅନେକ ଯୋଜନା ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ବିହାରର ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି ।…

କେନ୍ଦ୍ର ବଜେଟ ୨୦୨୫ : ଚାଷୀଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା, ବଢିଲା କିଷାନ…

ସଂସଦରେ ବହୁ ପ୍ରତୀକ୍ଷିତ ବଜେଟ୍  ଆରମ୍ଭ ହୋଇଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରୁଛନ୍ତି । ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।  ବଜେଟରେ ଚାଷୀଙ୍କ ପାଇଁ ରହିଛି ଖୁସି ଖବର । ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ…

ବଜେଟ ପୂର୍ବରୁ ମଧୁବନୀ ଆର୍ଟ ଶାଢ଼ି ପିନ୍ଧି ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଦହି ଚିନି…

ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଟିମ୍ ସହିତ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ । ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ବଜେଟ ଉପସ୍ଥାପନ କରିବା ପାଇଁ ଅନୁମତି ମାଗିଥିଲେ । ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ଦେଇ ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇ…

ବଜେଟ୍ ୨୦୨୫: HRA, ଧାରା 80C ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ… ବଜେଟରେ ହୋଇପାରେ ଏହି ବଡ଼ ଘୋଷଣା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ୧ରେ ୨୦୨୫ ବଜେଟ୍ ଉପସ୍ଥାପନ କରିବେ । ଏଥିରେ କିଛି ବଡ଼ ଘୋଷଣା ହୋଇପାରେ । ଟିକସଦାତାମାନେ ଏହି ବଜେଟରୁ ବଡ଼ ଆଶା ରଖିଛନ୍ତି । ଅଧିକ ମୁଦ୍ରାସ୍ଫୀତି ଏବଂ ବ୍ୟବହାରକୁ ଦୃଷ୍ଟିରେ ରଖି ଟିକସଦାତାମାନେ ଟିକସ ହାରରେ ହ୍ରାସ ଏବଂ ଛାଡ ସୀମା ବୃଦ୍ଧି ପାଇଁ…

ବଜେଟ ୨୦୨୪ : ଶସ୍ତା ହେବ ସୁନା, ରୁପା ଓ ପ୍ଲାଟିନମ, କ୍ୟାନସର ଔଷଧ ମଧ୍ୟ ଶସ୍ତା

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟ ଉପସ୍ଥାପନ ସମୟରେ କ’ଣ ଶସ୍ତା ହେବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ସୁନା, ରୁପା ଏବଂ ପ୍ଲାଟିନମ ଏବଂ ୩ଟି କ୍ୟାନସର ଔଷଧ ଉପରେ ସୀମା ଶୁଳ୍କ ଛାଡ଼ କରାଯିବ ବୋଲି ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି…

ନିର୍ବାଚନ ଲଢିବାକୁ ମୋ ପାଖରେ ପଇସା ନାହିିଁ : ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭା ନିର୍ବାଚନ ଲଢିବା ପାଇଁ ବିଜେପିର ପ୍ରସ୍ତାବକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଯେଉଁ ଭଳି ପାଣ୍ଠି ଦରକାର ତାହା ନଥିବାରୁ ବେଶ ବିନମ୍ରର ସହ ସେ ଦଳର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ବିଜେପି…

ଲୋକସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନ : ପିଏମ କିସାନ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀ ଲାଭ ଉଠାଇଛନ୍ତି

ସଂସଦରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି । ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର । ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।…

ପ୍ରଧାନମନ୍ତ୍ରୀଙ୍କ ପଞ୍ଚପଣ ଶପଥ ମନ୍ତ୍ରକୁ ଛାତ୍ରଛାତ୍ରୀଙ୍କୁ ଶପଥ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ପୁରୀ(କେନ୍ୟୁଜ୍):  ନିର୍ମଳା ସୀତାରମଣଙ୍କ ପଞ୍ଚସୂତ୍ରୀ ଶପଥ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚପଣ ଶପଥ ମନ୍ତ୍ରକୁ ଛାତ୍ରଛାତ୍ରୀଙ୍କୁ ଶପଥ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ପୁରୀ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସକୃତି ବିଶ୍ବବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ପହଞ୍ଚି ମେରୀ ‘ମୋ…

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କାଲି ସକାଳ ୮ଟା ଭିତରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ…

ଭୁବନେଶ୍ବର/ପୁରୀ(କେନ୍ୟୁଜ୍): ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭାରତ ସରକାରଙ୍କ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାରମନ୍ତ୍ରୀ ନୀର୍ମଳା ସୀତାରମଣ। ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ନୀର୍ମଳା ସୀତାରମଣଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ଵାଗତ ଜଣାଇଛନ୍ତି।  ଦିବଂଗତ ବିଜେପି ନେତ୍ରୀ…