Below header
Browsing Tag

nirmala sitaraman

ରେଳ ବଜେଟ ୨୦୨୨: ସାଧାରଣ ଲୋକଙ୍କୁ ଉପହାର, ୩ ବର୍ଷରେ ଚାଲିବ ୪୦୦ ବନ୍ଦେ ଭାରତ ଟ୍ରେନ

ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି। ବଜେଟ ଘୋଷଣା ସମୟରେ ଅର୍ଥମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କୁ ଉପହାର ସଦୃଶ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ୩ ବର୍ଷ ମଧ୍ୟରେ ଉତ୍ତମ…

ବଜେଟ୍‌ ବ୍ରିଫ୍‌ କେସ୍‌ ସହ ସାମ୍ନାକୁ ଆସିଲା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଥମ ଫଟୋ, ୧୧ଟାରେ ଉପସ୍ଥାପନ…

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳ ୧୧ଟା ବେଳେ ପେପରଲେସ୍‌ ବଜେଟ୍‌ ଉପସ୍ଥାପନ କରିବେ। ସକାଳ ୮.୧୫ରେ ନିର୍ମଳା ସୀତାରମଣ ନିଜ ବାସଭବନରୁ ବାହାରି ସାରିଛନ୍ତି। ଏହା ପରେ ୯ଟାରେ ସେ ବ୍ରିଫ୍‌ କେସ୍‌ ସହ ନର୍ଥ ବ୍ଲକ୍‌ରୁ ରାଷ୍ଟ୍ରପତି ଭବନ ପାଇଁ ଗସ୍ତ କରିଛନ୍ତି।…

୧ ଫେବୃଆରୀରେ ଏହି ସମୟରେ ହେବ ବଜେଟ ଉପସ୍ଥାପନ, ଜାଣନ୍ତୁ ବଜେଟ ଘୋଷଣାର ଲାଟେଷ୍ଟ ଅପଡେଟ

କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଆସନ୍ତା କାଲି ମାନେ ୧ ଫେବୃଆରୀ ୨୦୨୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିବେ। ମହାମାରୀକୁ ନେଇ ଏଥର ଅର୍ଥବ୍ୟବସ୍ଥା ମଧ୍ୟରେ ୟୁନିୟନ ବଜେଟ ଉପରେ ରହିଛି ସମସ୍ତଙ୍କ ନଜର। ସବୁ ସେକ୍ଟରର ଲୋକ ଏହି ବଜେଟ ଉପରେ ଆଶା…

ଆସନ୍ତା ମାସରେ ହେବ ବଜେଟ ଉପସ୍ଥାପନ, ଏହିସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ, ଜାଣିନିଅନ୍ତୁ

ନୂଆବର୍ଷର ପ୍ରଥମ ମାସ ମାନେ ଜାନୁଆରୀ ମାସ ଏବେ ସରିଯିବ । ଆସନ୍ତା ମାସ ଫେବୃଆରୀ ମାସର ପ୍ରଥମ ଦିନରୁ ହିଁ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।ଫେବୃଆରୀ ମାସରେ ଓ୍ଵାର୍କିଂ ସେକ୍ଟରକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୧ ଫେବୃଆରୀରୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଚଳିତ…

ଜିଏସ୍‌ଟି କାଉନସିଲର ୪୬ତମ ବୈଠକରେ ନିଷ୍ପତ୍ତି: କପଡ଼ା ଉପରେ ବର୍ଦ୍ଧିତ ହାରରେ ଜିଏସ୍‌ଟି ଲାଗୁ ହେବ ନାହିଁ

କେନ୍ୟୁଜ୍(ବ୍ୟୁରୋ):  କପଡ଼ା ଉପରେ ବର୍ଦ୍ଧିତ ହାରରେ ଜିଏସ୍‌ଟି ଲାଗୁ ନିଷ୍ପତ୍ତି ଘୁଞ୍ଚିଲା । ଟେକ୍ସଟାଇଲ ଓ ଫୁଟେଓ୍ଵୟର ଉପରେ GST ୫ ପ୍ରତିଶତରୁ ୧୨ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହାକୁ ଜାନୁଆରୀ ୧ ତାରିଖରୁ ଲାଗୁ ହୋଇଥାନ୍ତା। ତେବେ କପଡ଼ା ଓ ଜୋତା ଉପରେ ଜିଏସଟି ବୃଦ୍ଧି ନିଷ୍ପତ୍ତିକୁ…

କରୋନା ମାହମାରୀ ପାଇଁ ୧ .୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ୟୁଜ୍(ବ୍ୟୁରୋ): କରୋନା ମାହମାରୀରେ ଗୁରୁତର ପ୍ରଭାବିତ ଅର୍ଥନୀତି ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କ୍ଷତିଗ୍ରସ୍ତ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା ହୋଇଛି । ଋଣ ପାଇଁ ପୂର୍ବରୁ ଗ୍ୟାରେଣ୍ଟି ଦରକାର ପଡ଼ୁଥିବା ବେଳେ ଏହି ୧.୧ ଲକ୍ଷ…

ଆଜି GST କାଉନସିଲ ବୈଠକ, ଟିକା ଏବଂ ଅନ୍ୟାନ୍ୟ ସାମଗ୍ରୀରୁ GST ଛାଡ ଦାବି କରିବ ଓଡ଼ିଶା

ନୂଆଦିଲ୍ଲୀ: ଆଜି GST କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି GST କାଉନସିଲ ବୈଠକ ବସିବାକୁ ଯାଉଛି । ଟିକା ଏବଂ ଅନ୍ୟାନ୍ୟ ସାମଗ୍ରୀରୁ GST ଛାଡ ଦାବି କରିବ ଓଡ଼ିଶା । ଭର୍ଚୁଆଲ ବୈଠକରେ ଯୋଗ ଦେବେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ । ଓଡ଼ିଶାରୁ…

କମିବନି ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧହାର, ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ପ୍ରତ୍ୟାହର କରି ଟ୍ଵିଟ୍ ଯୋଗେ ସୂଚନା ଦେଲେ…

କେନ୍ୟୁଜ୍(ବ୍ୟୁରୋ): କମିବନି ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧହାର । ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ପ୍ରତ୍ୟାହର କଲେ କେନ୍ଦ୍ର ସରକାର । ସୁଧହାର ପୂର୍ବ ପରି ଅପରିବର୍ତ୍ତିତ ରହିବା ନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ଲାଗୁ…

ରାଜ୍ୟକୁ ବିନା ସୁଧରେ ୫୦ ବର୍ଷ ପର୍ଯ୍ୟନ୍ତ ୧୨ ହଜାର କୋଟି ଟଙ୍କାର ଋଣ ଦେବେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥାକୁ ଦୃଢ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମାତା ସୀତାରମଣ ଆର୍ଥିକ ସ୍ଥିତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଜିଏସଟି କାଉନସିଲ ବୈଠକ ଠିକ ପୂର୍ବରୁ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।…

ଅର୍ଥମନ୍ତ୍ରୀ ଆଣିଲେ ନୂଆ ସୁବିଧା, ମାତ୍ର ୧୦ ମିନିଟରେ ବନାନ୍ତୁ ଇନଷ୍ଟାଣ୍ଟ ପାନ୍‌ କାର୍ଡ

ଯଦି ଆପଣଙ୍କ ପାଖରେ ଆଧାର ରହିଛି ତେବେ ଇ-କେୱାଇସି ଜରିଆରେ ତତ୍କାଳ ପାନ୍ ନମ୍ବର ଜାରି କରିବା ବ୍ୟବସ୍ଥାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର ପ୍ରଦାନ…

୨୦ ଲକ୍ଷ କୋଟିରୁ ସରକାର ଖର୍ଚ୍ଚ କରିବେ ମାତ୍ର ୧.୫ ଲକ୍ଷ କୋଟି!

କରୋନା ମହାମାରୀ ସ୍ଥିତିରେ ଦେଶର ଅର୍ଥନୀତିକୁ ସୁଧାରିବା ତଥା ଲୋକଙ୍କୁ ଆଶ୍ୱସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୫ ଦିନ ଧରି ପ୍ରେସ୍‌ କନ୍‌ଫରେନ୍ସ କରି ଏହାଠୁ ବି ଅଧିକ ୨୧ ଲକ୍ଷ କୋଟି ଟଙ୍କାର…