Below header
Browsing Tag

nirmala sitaraman

ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ୍‌ ନେଇ ଦ୍ୱିତୀୟ ଦନରେ ଅର୍ଥମନ୍ତ୍ରୀଙ୍କ ଘୋଷଣା, ପ୍ରବାସୀଙ୍କୁ ୨ମାସ ପାଇଁ ମାଗଣା…

କେନ୍ୟୁଜ୍(ବ୍ୟୁରୋ): ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ପ୍ରଥମ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ MSME  ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା ହୋଇଥିଲା। ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ…

MSME ଗୁରୁତ୍ୱ ସହ ୧୫ ହଜାର ଟଙ୍କାରୁ କମ ବେତନ ପାଉଥିବା କର୍ମଚାରୀଙ୍କ ଇପିଏଫ୍ ଭରିବେ କେନ୍ଦ୍ର ସରକାର, ଜାଣନ୍ତୁ…

କେନ୍ୟୁଜ୍ (ବ୍ୟୁରୋ): ଲକ୍‌ଡାଉନ୍‌ ବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏମଏସ୍‌ଏମ୍‌ଇ। ଏହି କ୍ଷେତ୍ରକୁ ସବୁଠ ଅଧିକ ଗୁରୁତ୍ୱ ଦିଆଯାଇଛି। ଏମଏସ୍‌ଏମଇର ସଂଜ୍ଞା ମଧ୍ୟ ପରିବର୍ତ୍ତନ କରାଯାଇଛି। ବହୁ ଦିନ ଧରି ଏଥି ପାଇଁ ଦାବି ହୋଇ ଆସୁଥିଲା। ଏମଏସ୍‌ଇ କ୍ଷେତ୍ରରେ ନିବେଶ ସୀମା ବୃଦ୍ଧି…

ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ପାଇଁ ଚିନ୍ତା, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି…

କେନ୍ୟୁଜ୍(ବ୍ୟୁରୋ):  ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଉଠାଣ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ସହ ଅନୁମତି ଦେବାକୁ ଭାରତୀୟ ରିଜର୍ଭ…

ସାଧାରଣ ବଜେଟ୍‌ ପୂର୍ବରୁ ସଂସଦରେ ଉପସ୍ଥାପନ ହେଲା ବର୍ଷ ୨୦୧୯-୨୦ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ସାଧାରଣ ବଜେଟ୍‌ ପୂର୍ବରୁ ସଂସଦରେ ଉପସ୍ଥାପନ ହୋଇଛି ବର୍ଷ ୨୦୧୯-୨୦ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ । ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରିପୋର୍ଟରେ ଦର୍ଶାଯାଇଛି ଆର୍ଥିକ ବର୍ଷ, ୨୦୨୦-୨୧ ପାଇଁ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି, ସବୁ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନକୁ ଆୟକର ଓ ଜିଏସ୍‌ଟିରୁ ବାଦ୍‌…

ଭୁବନେଶ୍ବର(କେନ୍ୟୁଜ୍):  ସବୁ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନକୁ ଆୟକର ଓ ଜିଏସ୍‌ଟିରୁ ବାଦ୍‌ ଦେବାକୁ ବିଜେଡିର ଦାବି। ଦଳର ସାଧାରଣ ସମ୍ପାଦକ ତଥା ସାଂସଦ ଅମର ପଟ୍ଟନାୟକ ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ଟିକସ ଛାଡ ନେଇ ରାଜସ୍ୱ ବିଭାଗ…

ଦେଶରେ ବ୍ୟାନ୍‌ ହେବ ଇ-ସିଗାରେଟ୍‌, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା

ଦେଶରେ ବ୍ୟାନ୍‌ ହେବ ଇ-ସିଗାରେଟ୍‌ । ଇ-ସିଗାରେଟ୍‌ ତିଆରି ଓ ବିକ୍ରି ମନା । ଆମଦାନୀ ଓ ରପ୍ତାନୀ ଉପରେ ମଧ୍ୟ ଲାଗିଲା ବ୍ୟାନ୍‌ । କେନ୍ଦ୍ର କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।ମିଳିଥିବା…

ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର, ଭାରତ ଆୟୋଜନ କରିବ ସପିଂ…

ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର। ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛନ୍ତି। ରପ୍ତାନୀ ବୃଦ୍ଧି ପାଇଁ ଆଜି ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଆୟୋଜନ କରିବ ସପିଂ ମେଗା ଫେଷ୍ଟିଭାଲ। ଏହି ମଞ୍ଚରେ…

ନିର୍ମଳା ଦେଲେ ଖୁସିଖବର, ନୂଆ ଘର କିଣିବା ଉପରେ ମିଳିବ ଅତିରିକ୍ତ ୧,୫ଲକ୍ଷ ଟଙ୍କାର ରିହାତି, ଜାଣନ୍ତୁ ଆଉ କ‘ଣ ଘୋଷଣା…

ଅସୁସ୍ଥ  ହୋଇପଡିଥିବା ରିୟଲଇଷ୍ଟେଟ ସେକ୍ଟରରେ ଜୀବନ ଆଣିବା ପାଇଁ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରୟାସ। ଘର କିଣା ଉପରେ ୧.୫ ଲକ୍ଷ ଟଙ୍କା ଗୃହ ଋଣ ସୁଧ ଉପରେ  ଅତିରିକ୍ତ ରିହାତି ଦେବା ପାଇଁ ଅର୍ଥମନ୍ତ୍ରୀ ଶନିବାର ଦିନ ଘୋଷଣା  କରିଛନ୍ତି। ଏହା ମଧ୍ୟମରେ ସହରରେ ୪୫ ଲକ୍ଷ…

ଦେଶରେ ଆର୍ଥିକ ମାନ୍ଦାବସ୍ଥା ନେଇ ଚିନ୍ତାରେ କେନ୍ଦ୍ର ସରକାର

କେନ୍ୟୁଜ୍: ଦେଶରେ ଆର୍ଥିକ ମାନ୍ଦାବସ୍ଥା ନେଇ ଚିନ୍ତାରେ କେନ୍ଦ୍ର ସରକାର । ଆର୍ଥିକ ସ୍ଥିତିକୁ ନଜରରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ କିଛି ବଡ଼ ଘୋଷଣା କରିପାରନ୍ତି । ଆଜି ଦିନ ୨ଟା ୩୦ରେ ନିର୍ମଳା ସୀତାରମଣ୍‌ ନେସନାଲ ମେଡିଆ ସେଣ୍ଟରରେ ସାମ୍ବାଦିକ ସମ୍ମିଳନୀ କରିବେ । ଗତ ଏକ ମାସ…

ବ୍ୟାଙ୍କ ମିଶ୍ରଣ ଯୋଗୁ କୌଣସି ଜଣେ କର୍ମଚାରୀଙ୍କର ବି ଛଟେଇ ହେବ ନାହିଁ, ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ବ୍ୟାଙ୍କ ମିଶ୍ରଣ ଯୋଗୁ କୌଣସି ଜଣେ କର୍ମଚାରୀଙ୍କର ବି ଛଟେଇ ହେବ ନାହିଁ। ଏ ନେଇ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ପୁଣି ଥରେ ନିଶ୍ଚିତ କରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତ ଶୁକ୍ରବାର ବ୍ୟାଙ୍କ ମେଗା ମିଶ୍ରଣ ସଂପର୍କରେ ସରକାର ଘୋଷଣା କରିବା ପରେ ଏହାକୁ ବ୍ୟାଙ୍କ…

ନିର୍ମଳା ସୀତାରମଣଙ୍କ ହାତରେ ଦେଶର ଭଣ୍ଡାର ଚାବି, ହେଲେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭାବରେ ଦ୍ବିତୀୟ ଥର ପାଇଁ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ବିତୀୟ ଇନିଂସ। ମୋଦିଙ୍କ ସହିତ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ, ୯ ଜଣ ସ୍ବାଧୀନ ପାହ୍ୟା…