Below header

ରେଳ ବଜେଟ ୨୦୨୨: ସାଧାରଣ ଲୋକଙ୍କୁ ଉପହାର, ୩ ବର୍ଷରେ ଚାଲିବ ୪୦୦ ବନ୍ଦେ ଭାରତ ଟ୍ରେନ

ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି। ବଜେଟ ଘୋଷଣା ସମୟରେ ଅର୍ଥମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କୁ ଉପହାର ସଦୃଶ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି।

 

୩ ବର୍ଷ ମଧ୍ୟରେ ଉତ୍ତମ ଦକ୍ଷତାଯୁକ୍ତ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଚାଲିବ। ଆଗାମୀ ୩ ବର୍ଷ ମଧ୍ୟରେ ୧୦୦ ପିଏମ୍‌ ଗତି ଶକ୍ତି କାର୍ଗୋ ଟର୍ମିନାଲ ବିକଶିତ ହେବ। ଏହା ସହିତ ମେଟ୍ରୋ ସିଷ୍ଟମର ନିର୍ମାଣ ପାଇଁ ଅତ୍ୟାଧୁନିକ ଟେକନିକର ବ୍ୟବହାର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.