ବାକି ଟଙ୍କା ମାଗିବାରୁ ଦୋକାନ ଘରେ ନିଆଁ ଲଗାଇଦେଲେ ଯୁବକ, ମାଲିକ ଗୁରୁତର

ଉଦଳା (କେନ୍ୟୁଜ): ବାକି ଟଙ୍କା ମାଗିବାରୁ ଦୋକାନ ଘରେ ନିଆଁ ଲଗାଇଦେଲେ ଯୁବକ। ନିଆଁରେ ଜଳିଗଲା ଦୋକାନ ଘର ମାଲିକ ଗୁରୁତର। କପ୍ତିପଦା ଥାନା ଶାଳଚୁଆ ଗ୍ରାମରେ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ ବାକି ଟଙ୍କା ମାଗିବାରୁ ଆଦିକନ୍ଦ ବାରିକଙ୍କ ଗ୍ରୋସରୀ ଦୋକାନରେ ନିଆଁ ଲଗାଇ ଦେଲେ ଯୁବକ। ଫଳରେ ମାଲିକ ଆଦିକନ୍ଦ ଗୁରୁତର ହୋଇଥିବା ବେଳେ ଦୋକାନ ଦୋକାନ  ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଛି।