ଏବର୍ଷ ବଢ଼ିବନି ଶୀତ: ମାର୍ଗଶିର ଅଧା ହେଲାଣି, ତାପମାତ୍ରରା ଅସ୍ୱାଭାବିକ ଆଚରଣକୁ ନେଇ ସମସ୍ତେ ବିସ୍ମିତ

ଏବର୍ଷ ବଢ଼ିବନି ଶୀତ । ମାର୍ଗଶିର ଅଧା ହେଲାଣି । ହେଲେ ଏଯାଏଁ ଶୀତ ଅନୁଭୂତ ହୋଇନି । ତାପମାତ୍ରରା ଅସ୍ୱାଭାବିକ ଆଚରଣକୁ ନେଇ ସମସ୍ତେ ବିସ୍ମିତ । ବାତ୍ୟା ପ୍ରଭାବରେ ତିନିଦିନ ଲୋହଲା ପାଗ ଥିବାରୁ କିଛି ଶୀତ ଅନୁଭୂତ ହେଉଥିଲା । କିନ୍ତୁ ପାଗରେ ପୁଣି ପରିବର୍ତ୍ତନ ଆସିଛି , ଥଣ୍ଡା ଉଭାନ୍ ହୋଇଯାଇଛି ।

କରଞ୍ଜିଆ(କେନ୍ୟୁଜ): ଏବର୍ଷ ବଢ଼ିବନି ଶୀତ । ମାର୍ଗଶିର ଅଧା ହେଲାଣି । ହେଲେ ଏଯାଏଁ ଶୀତ ଅନୁଭୂତ ହୋଇନି । ତାପମାତ୍ରରା ଅସ୍ୱାଭାବିକ ଆଚରଣକୁ ନେଇ ସମସ୍ତେ ବିସ୍ମିତ । ବାତ୍ୟା ପ୍ରଭାବରେ ତିନିଦିନ ଲୋହଲା ପାଗ ଥିବାରୁ କିଛି ଶୀତ ଅନୁଭୂତ ହେଉଥିଲା । କିନ୍ତୁ ପାଗରେ ପୁଣି ପରିବର୍ତ୍ତନ ଆସିଛି , ଥଣ୍ଡା ଉଭାନ୍ ହୋଇଯାଇଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବାଦଲ ପୂରା ହଟିବା ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ତଳକୁ ଖସିବ । ଅର୍ଥାତ ରାତିର ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଫେରିପାରେ । ଏପରେ ଦିନର ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟର କିଛି କିଛି ସ୍ଥାନରେ ସକାଳୁ ସକାଳୁ ଶୀତ ଅନୁଭୂତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.