ଉମରକୋଟ: ମକା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

ଉମରକୋଟ: ଦିନ ଦ୍ୱିପ୍ରହରରେ ଲୁଟ୍ । ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟିଲେ ଦୁର୍ବୃତ୍ତ । ଘଟଣାଟି ଘଟିଛି ଉମରକୋଟର ଚଚାଗାଁରେ । ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବଙ୍କୁ ଖଣ୍ଡାରେ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ ।

ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ସିଂଙ୍କୁ ମୁଖ୍ୟ ଚିକିତ୍ସାୟଳରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.