Browsing Tag

miscreants looted

ଏଲଇଡି ବିଝେଇ ଗାଡି ଲୁଟିନେଲେ ଦୁର୍ବୃତ୍ତ, ୩୦ଲକ୍ଷ ଟଙ୍କାର ସାମଗ୍ରୀ ଥିବା ଅଭିଯୋଗ

ଖୋର୍ଦ୍ଧା(କେନ୍ୟୁଜ୍): ଏଲଇଡି ବୋଝେଇ ଟାଟା ଏସଇ ଗାଡି ଲୁଟ୍ । ପୋଲିସର ଛନଭିନ୍‌ ଆରମ୍ଭ । ମିଳିଥିବା ସୂଚନା ଅନୁଯାୟୀ ୫୭ ନଂ ଜାତୀୟ ରାଜପଥର ବାଘମାରି ଥାନା ଅନ୍ତର୍ଗତ ବାଘମାରି ରାସ୍ତାରେ ଥିବା ପୋଖରୀ ନିକଟରେ ଏଲଇଡି ବୋଝେଇ ଟାଟାଏସଇ ଗାଡିରୁ ଏକ କାରରେ ୫ରୁ ଊର୍ଦ୍ଧ୍ଵ ଦୁର୍ବୃତ୍ତ ଆସି…

ଉମରକୋଟ: ମକା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

ଉମରକୋଟ: ଦିନ ଦ୍ୱିପ୍ରହରରେ ଲୁଟ୍ । ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟିଲେ ଦୁର୍ବୃତ୍ତ । ଘଟଣାଟି ଘଟିଛି ଉମରକୋଟର ଚଚାଗାଁରେ । ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବଙ୍କୁ ଖଣ୍ଡାରେ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ସିଂଙ୍କୁ ମୁଖ୍ୟ…

ମାତିଲେ ଲୁଟେରା, ଫାଇନାନ୍ସ କମ୍ପାନୀର କର୍ମଚାରୀ କହି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ସାଢେ ତିନି ଲକ୍ଷ ଟଙ୍କା

ସାଲେପୁର(କେନ୍ଯୁଜ୍): ମାତିଲେ ଲୁଟେରା । ଦିନ ଦ୍ୱିପହରେ ବନ୍ଧୁୁୁକ ମୁନରେ ସାଢେ ତିନି ଲକ୍ଷ ଟଙ୍କା ଲୁଟ୍ । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଭାତପଡା ଛକ ନିଟକରେ । କେନ୍ଦ୍ରାପଡା ଅଞ୍ଚଳର ଫଳ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ୟବସାୟୀ ଜଣକ ଏକ…

ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ନିଆଳି(କେନ୍ଯୁଜ୍): ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା । ଏଭଳି ଏକ ଘଟଣା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର କେନାଲ୍‌ ବନ୍ଧ ରାସ୍ତାରେ ଘଟିଯାଇଛି। ସୂଚନାଯୋଗ୍ୟ ଓଲଟପୁର ଥାନା ଅନ୍ତର୍ଗତ ଦାମୋଦରପୁରର ଦମ୍ପତି ଗୁରୁବାର ଅପରାହ୍ନରେ ଭୁବନେଶ୍ଵରରୁ ବାଇକ୍…