Below header

ନୂଆପଡ଼ା: ଦେଓଧରା ଗାଁରେ କଲରାପତରିଆ ବାଘ ଆତଙ୍କ, ବିଳମ୍ବିତ ରାତିରେ ୨ଟି ଛେଳି ମାରିଥିବା ଅଭିଯୋଗ 

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଦେଓଧରା ଗାଁରେ କଲରାପତରିଆ ବାଘ ଆତଙ୍କ। ଗତ ବିଳମ୍ବିତ ରାତିରେ ଦେଓଧରା ଗାଁର ତ୍ରିନାଥ ଦୀପଙ୍କ ଛେଳି ଖୁଆଡ଼ରେ କଲରାପତରିଆ ବାଘ ପଶି ୨ଟି ଛେଳିକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଏହାସହ ଆଉ ଗୋଟିଏ ଛେଳିକୁ ଗାଁ ପାଖ ଜଙ୍ଗଲକୁ ଉଠାଇ ନେଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କୋମନା ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଛେଳିକୁ ଜବତ କରି କଲରାପତରିଆ ବାଘକୁ ଠାବ କରିବାକୁ ଛାନଭିନ ଚଳାଇଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.