Browsing Tag

tiger fear

ଗାଁରେ ବୁଲୁଛି ବାଘ, ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ଲୋକେ ଆତଙ୍କିତ

କଟକ : ଗାଁରେ ବୁଲୁଛି ବାଘ ।  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ  l  ଶାରଦା ଶତପଥୀଙ୍କ ଘରେ ଲାଗିଥିବା CCTVରେ କଏଦ ହୋଇଛି ବାଘ ବୁଲୁଥିବା ଭିଡିଓ ।  ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି…

କାମାକ୍ଷାନଗରରେ ପୁଣି ବାଘ ଆତଙ୍କ, ଗାଁରେ ବାଘ ପାଦଚିହ୍ନ ଠାବ

କାମାକ୍ଷାନଗର : କାମାକ୍ଷାନଗରରେ ପୁଣି ବାଘ ଆତଙ୍କ । ଖଟଖୁରା ଗାଁରେ ବାଘ ପାଦଚିହ୍ନ ଠାବ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା ଖଟଖୁରା ଗାଁ ନିକଟରେ ଥିବା ଧାନ ବିଲରେ ଆଜି ବାଘର ପାଦଚିହ୍ନ ଦେଖିବାକୁ ମିଳିଛି l ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ବାଘକୁ ନେଇ ଲୋକଙ୍କ…

ବୁଲୁଛି ମହାବଳ: ଦେବଗଡ଼ ପରେ ଅନୁଗୁଳରେ ପଡ଼ିଛି ବାଘ ପାଦ ଚିହ୍ନ

ଅନୁଗୁଳ: ବୁଲୁଛି ମହାବଳ । ଦେବଗଡ଼ ପରେ ଅନୁଗୁଳରେ ବାଘ ପାଦ ଚିହ୍ନ ଦେଖାଯାଇଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ।  ଛେଣ୍ଡିପଦା ଓ ପାଟକୁମୁଣ୍ତା ଜଙ୍ଗଲରେ ପଡ଼ିଛି ପାଦ ଚିହ୍ନ । ପାଦ ଚିହ୍ନ ମହାବଳ ବାଘର ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ ଦେବଗଡ଼…

ନୂଆପଡ଼ାରେ ବାଘ ଆତଙ୍କ, ଗୁହାଳରେ ପଶି ଗାଈକୁ ମାରିଲା କଲରାପତରିଆ

ନୂଆପଡ଼ା : ନୂଆପଡ଼ାରେ ବାଘ ଆତଙ୍କ ।  ଗୁହାଳରେ ପଶି ଗାଈକୁ ମାରିଲା କଲରାପତରିଆ ।  ଧରମବନ୍ଧା ଥାନା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି ।  ଆଶରାମ ରାଉତଙ୍କ ଗୁହାଳରେ ପଶି ଗାଈକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ହୋହଲ୍ଲା ପରେ ବାଘଟି ଗାଈକୁ ଛାଡ଼ି ଜଙ୍ଗଲକୁ…

ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ନାହିଁ ବାଘ, ଭାଇରାଲ ହେଉଥିବା ବାଘ ପଶ୍ଚିମବଙ୍ଗର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ନାହିଁ ବାଘ । ମୋବାଇଲରେ ଭାଇରାଲ ହେଉଥିବା ବାଘ ପଶ୍ଚିମବଙ୍ଗର ଏକ ଜଙ୍ଗଲର ବୁକ୍ସା ଟାଇଗର ବୋଲି ସୂଚନା ଦେଇଛନ୍ତି ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ । ଭାଇରଲ ହେଉଥିବା ବାଘର ଜିପିଏସ ଫୋଟ କେହି ଏଡିଟ କରି ତାହାକୁ ଗ୍ରୁପ ମାନଙ୍କରେ ସେଆର କରି…

ବାଘକୁ ନେଇ କୋକୁଆ ଭୟ, ସଂଧ୍ୟା ହେଲେ ଘରେ ତାଟି କବାଟ

ମୟୁରଭଞ୍ଜ : ବାଘକୁ ନେଇ କୋକୁଆ ଭୟ  । ଭୟରେ ଘରୁ ବାହାରୁ ନାହାନ୍ତି ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଦାଣ୍ଡଘାଟ ନଦୀ ପଠାରେ ବାଘର ପାଦ ଚିହ୍ନ ଦେଖିବା ପରେ ଭୟର ବାତାବରଣ ଖେଳିଯାଇଛି । ଘରୁ ବାହାରିକୁ ଭୟ କରୁଛନ୍ତି ଗ୍ରାମବାସୀ । ସଂଧ୍ୟା ହେଲେ ଘର ତାଟି କବାଟ ଦେଇ ରୁହୁଛନ୍ତି…

ବାଘ ପାଇଁ ପୂରା ରାତି ଅନିଦ୍ରା ଗାଁ, ଟାୟାର ଜାଳି ଲୋକେ ରାତିସାରା ଜଗିଛନ୍ତି

ବ୍ରହ୍ମପୁର : ବାଘ ପାଇଁ ପୂରା ରାତି ଅନିଦ୍ରା ଗାଁ। ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁ ରାସ୍ତାରେରେ ଟାୟାର ଜାଳି ଲୋକେ ରାତିସାରା ବାଘକୁ ଜଗିଛନ୍ତି । ପାଦ ଚିହ୍ନ ମହାବଳ ବାଘର ବୋଲି ବ୍ରହ୍ମପୁର ଏସିଏଫ କହିବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ଠେଙ୍ଗା ବାଡ଼ି ଧରି…

ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ

ବ୍ରହ୍ମପୁର : ବୁଲୁଛି ମହାବଳ ବାଘ  । ଘୁମୁସରରୁ ଏବେ ବ୍ରହ୍ମପୁର ବନଖଣ୍ଡ ମୁହାଁ  ।  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁ ନିକଟରେ ବାଘ ଆତଙ୍କ  ।  ପାଦଚିହ୍ନ ମହାବଳ ବାଘର ବୋଲି ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ଏସିଏଫ ରୁଦ୍ର ପ୍ରସାଦ ରଥ  । ଗତିବିଧି ଉପରେ ନଜର ରଖିବା…

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ, ଅଞ୍ଚଳବାସୀ ଭୟଭୀତ

ଭୁବନେଶ୍ୱର : ନିକଟରେ ଭୁବନେଶ୍ୱର ବିମାନ ବନ୍ଦରରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ଫଳରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା । ବର୍ତ୍ତମାନ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ। ବିମାନବନ୍ଦର ନିକଟ ଡମ୍ପିଂ…

ବାଣପୁର ଷଣ୍ଢା ଜଙ୍ଗଲରେ ମହାବଳ ବାଘ ଆତଙ୍କ, ଭୟରେ ଚାଷ ଜମିକୁ ଯାଉନାହାନ୍ତି ଚାଷୀ

ବାଲୁଗାଁ (ଖୋର୍ଦ୍ଧା) : ପୁଣି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବୁଲୁଛି ମହାବଳ ବାଘ , ଲୋକେ ଆତଙ୍କିତ ।  ଗତ 20 ତାରିଖରେ ନାଚୁଣୀ ସୁଳିଆ ଜଙ୍ଗଲରେ ଏକ ଷଣ୍ଢକୁ ମାରି ଅଧା ଖାଇ ଚାଲି ଯାଇଥିଲା ଗୋଟିଏ ବାଘ । ବାଘକୁ କେହି ଦେଖି ନଥିଲେ ମଧ୍ୟ ଷଣ୍ଢଟି ମରିପଡିଥିବା ଚାଷ ଜମିରେ ବାଘଟିର ପାଦ…

ବୁଗୁଡ଼ା ହୀରାପଲ୍ଲୀରେ ବୁଲୁଛି ବାଘ, ଲୋକ ଆତଙ୍କିତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ହୀରାପଲ୍ଲୀରେ ବୁଲୁଛି ବାଘ । ଲୋକ ଆତଙ୍କିତ । ଗାଁ ପାଖ ଜଙ୍ଗଲରେ ବାଘ ଆକ୍ରମଣରେ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା କୁହାଯାଉଛି । ବୁଗୁଡ଼ା ବନାଞ୍ଚଳ ଓ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ବାଘ ପାଦଚିହ୍ନକୁ ଠାବ…

ଘୁମୁସର ବନଖଣ୍ଡରେ ପୁଣି ବାଘ ଆତଙ୍କ, ଦୁଇଟି ବାଛୁରୀଙ୍କୁ ଟାଣିନେଲା ଗାଈ ଗୋଠରୁ

ଭଞ୍ଜନଗର: ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ବାଘ ଆତଙ୍କ । ଗାଈ ଗୋଠରେ ପଶି ଦୁଇଟି ବାଛୁରୀଙ୍କୁ ଟାଣିନେଲା । ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ହଜପଲ୍ଲୀ ଗାଁର ଏକ ଜଳାଶୟ ନିକଟର ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ । ଗତ ୧୮ ତାରିଖରେ ମଧ୍ୟ ଏହି ବନାଞ୍ଚଳରେ,…