Below header
Browsing Tag

tiger fear

ଗଜପତି ଜିଲ୍ଲା ମୋହନା ବନାଞ୍ଚଳରେ ବୁଲୁଛି ବାଘ! ପାଦ ଚିହ୍ନ ପଡ଼ିଥିବା ଦେଖିବାପରେ ଆତଙ୍କିତ ଅଞ୍ଚଳବାସୀ

ମୋହନା: ଗଜପତି ଜିଲ୍ଲା ମୋହନା ବନାଞ୍ଚଳରେ ବାଘ ଆତଙ୍କ । ଗାଣ୍ଡାପଦର ଗାଁ ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି । ଏହି ଖବର ଜଣା ପଡ଼ିବା ପରେ ଆତଙ୍କିତ ଅଞ୍ଚଳବାସୀ । ଦୁଇ ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କର ଗୋଟିଏ ବଳଦ ନିଖୋଜ ହୋଇଥିଲା । ଖୋଜାଖୋଜି ପରେ ଜଙ୍ଗଲରୁ ମିଳିଥିଲା…

ମୋହନା ଗାଣ୍ଡାପଦର ଗ୍ରାମରେ ବାଘ ଆତଙ୍କ, ବାଘ ପାଦଚିହ୍ନ ଦେଖି ଗ୍ରାମବାସୀ ଭୟଭୀତ

ଗଜପତି: ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ଅଧିନସ୍ଥ ଗାଣ୍ଡାପଦର ଗ୍ରାମ ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ ଦୁଇଦିନ ତଳେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଏକ ବଳଦ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ଜଙ୍ଗଲ ମଧ୍ୟରୁ ଉକ୍ତ ବଳଦର ପଞ୍ଜରା ହାଡ଼ ଗ୍ରାମବାସୀ…

ନୂଆପଡ଼ା: ଦେଓଧରା ଗାଁରେ କଲରାପତରିଆ ବାଘ ଆତଙ୍କ, ବିଳମ୍ବିତ ରାତିରେ ୨ଟି ଛେଳି ମାରିଥିବା ଅଭିଯୋଗ 

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଦେଓଧରା ଗାଁରେ କଲରାପତରିଆ ବାଘ ଆତଙ୍କ। ଗତ ବିଳମ୍ବିତ ରାତିରେ ଦେଓଧରା ଗାଁର ତ୍ରିନାଥ ଦୀପଙ୍କ ଛେଳି ଖୁଆଡ଼ରେ କଲରାପତରିଆ ବାଘ ପଶି ୨ଟି ଛେଳିକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଏହାସହ ଆଉ ଗୋଟିଏ ଛେଳିକୁ ଗାଁ ପାଖ ଜଙ୍ଗଲକୁ ଉଠାଇ…

ଖୋର୍ଦ୍ଧା ବୋଲଗଡରେ ବାଘ ଆତଙ୍କ, ନାଗାପାଲ୍ଲୀ ଗାଁ ନିକଟରୁ ପାଦଚିହ୍ନ ଚିହ୍ନଟ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ବୋଲଗଡରେ ବାଘ ଆତଙ୍କ । ବ୍ଳକ୍‌ର ମୁଣ୍ଡିଆପଡା ଓ ପାଟବନ୍ଧ ସଂରକ୍ଷିତ ଜଙ୍ଗଲରେ ଏକ ବାଘ ଦେଖାଦେଇଥିବା ସୂଚନା ମିଳିଛି । ବାଘର ପାଦଚିହ୍ନ ନାଗାପାଲୀ ଗାଁ ନିକଟରୁ ଚିହ୍ନଟ କରାଯାଇଛି । ଆଜିକୁ ୫ ଦିନ ମଧ୍ୟରେ ବାଘ ୪ରୁ ୫ଟି ଗାଇଗୋରୁ ଖାଇ ଦେଇଥିବା ଅଭିଯୋଗ…