Below header

ବୁଲୁଛି ମହାବଳ: ଗଜପତି ସୀମାନ୍ତରେ ବାଘ ଆତଙ୍କ, ଟ୍ରାପ କ୍ୟାମେରାରେ ହେଲା କଏଦ

ବୁଲୁଛି ମହାବଳ। ରାୟଗଡା ଜିଲ୍ଲା ଗୁଣୁପୁର ଗଜପତି ସୀମାନ୍ତରେ ମହାବଳ ଆତଙ୍କ । କିଛ ଦିନ ଧରି ମହାବଳ ବାଘକୁ ନେଇ ଆତଙ୍କ ଲାଗି ରହିଛି। ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘ ।

ଗୁଣୁପୁର (କେନ୍ୟୁଜ): ବୁଲୁଛି ମହାବଳ। ରାୟଗଡା ଜିଲ୍ଲା ଗୁଣୁପୁର ଗଜପତି ସୀମାନ୍ତରେ ମହାବଳ ଆତଙ୍କ । କିଛ ଦିନ ଧରି ମହାବଳ ବାଘକୁ ନେଇ ଆତଙ୍କ ଲାଗି ରହିଛି। ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘ । ମହାବଳ ବାଘ ଆର. ଉଦୟଗିରି ବର୍ଡର କ୍ରସ କରି ରାୟଗଡା ଜିଲ୍ଲା ସୀମାନ୍ତ ମଧ୍ୟରେ ପ୍ରବେଶ କରିଥିବା ଅନୁମାନ କରିଛି ବନବିଭାଗ ।

ବାଘ ବୁଲୁଥିବାରୁ ପଦ୍ମପୁରର ଡଲମା,ତବଲାଗୁଡା,ତର୍ପାଗୁଡା,ଲିକିଟିପଦର ପାହାଡିଆ ଅଞ୍ଚଳରେ ଥିବା ଗାଁ ଲୋକଙ୍କୁ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଜାଗ କରିଛି ବନବିଭାଗ। ବାଘ ଭୟରେ ଗାଁଲୋକେ ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ଛାଡିବାକୁ ଭୟ କରୁଛନ୍ତି। ବାଘର ଗତିବିଧି ଉପରେ ନଜର ରଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.