Below header
Browsing Tag

gajapti

ବୁଲୁଛି ମହାବଳ: ଗଜପତି ସୀମାନ୍ତରେ ବାଘ ଆତଙ୍କ, ଟ୍ରାପ କ୍ୟାମେରାରେ ହେଲା କଏଦ

ଗୁଣୁପୁର (କେନ୍ୟୁଜ): ବୁଲୁଛି ମହାବଳ। ରାୟଗଡା ଜିଲ୍ଲା ଗୁଣୁପୁର ଗଜପତି ସୀମାନ୍ତରେ ମହାବଳ ଆତଙ୍କ । କିଛ ଦିନ ଧରି ମହାବଳ ବାଘକୁ ନେଇ ଆତଙ୍କ ଲାଗି ରହିଛି। ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘ । ମହାବଳ ବାଘ ଆର. ଉଦୟଗିରି ବର୍ଡର କ୍ରସ…

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ

ଗଜପତି (କେନ୍ୟୁଜ): ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର । ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକମାନେ ହେଲେ ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଳିକ ଓ ତାଙ୍କ ସ୍ତ୍ରୀ ଶଶୀତା ମଳିକ । ସ୍ୱାମୀକୁ ଘରେ ହତ୍ୟା…

ଗଜପତି: ବିଦ୍ୟୁତ ତାର ଛିଡ଼ି ଚାଲିଗଲା ୭ ବୁଲା କୁକୁରଙ୍କ ଜୀବନ, ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କଲେ ସ୍ଥାନୀୟ ଲୋକେ

ଗଜପତି(କେନ୍ୟୁଜ୍):  ବିଦ୍ୟୁତ ଆଘାତରେ ଚାଲିଗଲା ୭ଟି ବୁଲା କୁକୁରଙ୍କ ଜୀବନ । ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ । ଗତକାଲି ରାତ୍ର ୧୧ଟା ବେଳେ ଜଙ୍ଗାମ ସାହି ସମ୍ମୁଖରେ ଯାଇଥିବା ମୂଖ୍ୟସଡକ ଯାହା ଉପରେ ବର୍ତ୍ତମାନ ସିମେଣ୍ଟ ସଡକ ବନୁଛି ସେଠାରେ ୨୨୦ ଭୋଲଟ…

କୋଭିଡ ନିୟମ ଉଲଙ୍ଘନ: ଦୁଇ ଦିନ ପାଇଁ ସିଲ୍ ହେଲା ଗଜପତି ଲୁହାଗୁଡ଼ି ସ୍ଥିତ ରାଜପୁତ ଲାଇନ ହୋଟେଲ

ମୋହନା(କେନ୍ୟୁଜ୍): କୋଭିଡ ନିୟମ ଉଲଙ୍ଘନ କରିବା ମାହଙ୍ଗା ପଡିଛି ଜଣେ ହୋଟେଲ ମାଲିକଙ୍କ ପାଇଁ। ନିୟମ ଉଲଙ୍ଘନ କରିବା ଅଭିଯୋଗରେ ହୋଟେଲକୁ ଦୁଇ ଦିନ ବନ୍ଦ କରାଯିବା ସହ ୧୪ ହଜାର ଟଙ୍କାର ଆର୍ଥିକ ଜୋରିମାନା ଦେବାକୁ ପଡିଛି l ସୂଚନା ପ୍ରକାରେ ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ସ୍ଥିତ…

ଆନ୍ଧ୍ର ପାତପାଟନାମରେ ୪ କୋରନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଗଜପତି ଜିଲ୍ଲାର ୫୫ ଜଣଙ୍କ ରିପୋର୍ଟ ଆସିଲା…

ଗଜପତି(କେନ୍ୟୁଜ):ଗତ କିଛି ଦିନ ଧରି ପାରଳାଖେମୁଣ୍ଡିକୁ ଲାଗି ରହିଥିବା ପୋଡଶୀ ଆନ୍ଧ୍ରପ୍ରଦେଶର ପାତପାଟନାମରେ ୪ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ଆନ୍ଦ୍ର ସରକାର ଘୋଷଣା କରିବା ପରେ ଉକ୍ତ ଆକ୍ରାନ୍ତଙ୍କ ଲିଙ୍କ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଓ କାଶୀନଗର ବ୍ଲକ ସହ…

ଲକଡାଉନ ସମୟରେ ଆନ୍ଧ୍ରର ଏକ ଭୋଜିରେ ଯୋଗ ଦେଇଥିଲେ ଗଜପତି ରାମଗିରିର ଏକ ପରିବାର, କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ

ମୋହନ(କେନ୍ୟୁଜ): ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ ରାମଗିରି ପଞ୍ଚାୟତ ସ୍ଥିତ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରେ ଆନ୍ଧ୍ର ଫେରନ୍ତା ଦୁଇ ପରିବାରକୁ ରଖାଯାଇଛି ।ଉକ୍ତ ଦୁଇ ପରିବାର ରାମଗିରି ବାସିନ୍ଦା ହୋଇଥିବା ବେଳେ ଚାରି ଦିନ ତଳେ ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାର ଆନ୍ଧ୍ରପ୍ରଦେଶର…