ରାଜ୍ୟରେ ଆଉ ୧ହଜାର ୫୮ ପଜିଟିଭ୍‌ ଚିହ୍ନଟ, ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭିଟି ରେଟ୍‌ ରହିଛି ୧.୫୩ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୬୪ ପ୍ରତିଶତ । ୨୪ ଘଣ୍ଟାରେ ୬୯ ହଜାର ୩୫ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩୭୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ ୧୬୨, ଯାଜପୁରରୁ ୭୭, ବାଲେଶ୍ୱରରୁ ୩୮ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୦ ହଜାର ୪୨୮ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.