Below header

ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ, ସାକ୍ଷୀଗୋପାଳରେ ରାଧାଙ୍କ ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ସାକ୍ଷୀଗୋପାଳ: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ । ରାଧା ପାଦ ଦର୍ଶନ । ବେଶ ଉତ୍ସାହର ଏହି ଉତ୍ସବକୁ ବେଶ ଧୂମଧାମର ସହ ପାଳନ କରାଯାଉଛି । ବୈଷ୍ଣବ ଧର୍ମରେ ଆଜି ଦିନର ବେଶ ମହତ୍ୱ ରଖିଛି । ଏହି ଦିଦରେ ଧାତ୍ରୀ ବୃକ୍ଷ ତଳେ ବଟା ଅଁଳାରେ ବିଷ୍ଣୁ ପ୍ରତିମାଙ୍କୁ ସ୍ନାନ କରାଯାଏ । ହବିଷ୍ୟକାରୀଣୀ ମାନେ ଏହି ବୃକ୍ଷ ତଳେ ହବିଷ୍ୟ ରାନ୍ଧନ୍ତି । ବୃକ୍ଷ ଚାରିପାଖେ ପ୍ରଦିକ୍ଷଣ କରନ୍ତି । ଆଜି ଦିନରେ ମଧ୍ୟ ସାକ୍ଷୀଗୋପାଳ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଲାସ୍ୟମୟୀ ରାଧାଙ୍କର ପାଦ ଦର୍ଶନ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.