ଫଗୁ ଦଶମୀ ସହ ଆଜି ଗୁରୁବାର ପାଳିତ ହେଉଛି ସୁଦଶା ବ୍ରତ, ଶ୍ରୀମନ୍ଦିର ସମେତ ବିଭିନ୍ନ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବ୍ରତ ପୂଜା କରିଛନ୍ତି ମହିଳାମାନେ

ପୁରୀ: ଫାଲଗୁନ ଶୁକ୍ଲ ଦଶମୀ ବା ଫଗୁ ଦଶମୀ ସହ ଆଜି ଗୁରୁବାର ପାଳିତ ହେଉଛି ସୁଦଶା ବ୍ରତ। ଏଥିପାଇଁ ଶ୍ରୀମନ୍ଦିର ସମେତ ବିଭିନ୍ନ ଶୈବ ମନ୍ଦିର ଓ ଦେବାଦେବୀ ମନ୍ଦିରରେ ମହିଳାଙ୍କ ଭିଡ ଲାଗିଛି। ଆଜି ଭୋରରୁ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ପୂଜା ସାମଗ୍ରୀ ଧରି ମନ୍ଦିରକୁ ଯାଇଥିଲେ। ମାଆ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବ୍ରତ ପୂଜା କରିବା ସହ ପୂଜାର୍ଚ୍ଚନା କରିଥିଲେ। ବ୍ରତ ପାଇଁ ମାଆଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.