Below header

ଜିରୋ ନାଇଟ୍‌କୁ ରଙ୍ଗୀନ କରିବ ମଦ ଆସର: ଭୁବନେଶ୍ୱର, କଟକ ଓ ପୁରୀରେ ବିଳିମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ

ଭୁବନେଶ୍ୱର: ଜିରୋ ନାଇଟ୍‌କୁ ରଙ୍ଗୀନ କରିବ ମଦ ଆସର । ଅଧ ରାତି ପର‌୍ୟ୍ୟନ୍ତ ଖୋଲା ରହିବ ମଦ ଦୋକାନ ଓ ବାର୍‌ । ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ । ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ମଦ ଦୋକାନ ଗୁଡ଼ିକ ବିଳିମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.