Below header

ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା, ପଶୁବଳୀ ପାଇଁ ପସ୍ତୁତ ଆଦିବାସୀ

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଖଇରଗୁଡ଼ାର ବଡ଼ଖଲା,କୁମୁରିଆର ସାନଖଲାରେ ଭିଡ଼ ଦେଖିବାକୁ ମିଳିଛି । ପରମ୍ପରା ନାଁରେ ପଶୁବଳୀ ପାଇଁ ପସ୍ତୁତ ହୋଇଛନ୍ତି ଆଦିବାସୀ । ଗତକାଲି ମଧ୍ୟରାତ୍ରୀରେ ସରିଛି ନିଶିପୂଜା । ଚଳିତବର୍ଷ ୩ ଦିନ ଧରି ଶୁଲିଆ ମହୋତ୍ସବ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.