Browsing Tag

sulia jatra

କଟକଣା ଅଛି ନା ସଚେତନତା: ଆସ୍ଥା, ବିଶ୍ୱାସ ଓ ପରମ୍ପରା ନାଁରେ ପ୍ରଶାସନ ସାମ୍ନାରେ ଚାଲିଲା ପ୍ରଥା

ବଲାଙ୍ଗିର (କେନ୍ୟୁଜ୍‌) :  ଆଜି ପୁଣି ଥରେ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ଶୁଳିଆ ପୀଠ। ବଲାଙ୍ଗିରରେ ପାଳନ ହୋଇଛି ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା । ରୀତିନୀତିରେ ରାତିରେ ନିଶିପୂଜା ସରିବା ପରେ ଖଇର ଗୁଡା ଓ କୁମୁରିଆ ରୁ ପୃଥକ ପୃଥକ ଭାବରେ ଶୋଭାଯାତ୍ରାରେ ବାହାରି ବଡଖଳା ଓ…

ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା, କୋଭିଡ୍‌ କଟକଣା ଭିତରେ ପୁଣି ରକ୍ତରଞ୍ଜିତ ହେବ ଶୁଲିଆ ପୀଠ

ବଲାଙ୍ଗିର (କେନ୍ଯୁଜ୍): ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲାର ଖଇରଗୁଡ଼ା ଓ କୁମୁରିଆରେ ପାଳନ ହେବ ସୁଲିଆ ଯାତ୍ରା। ପୁଣି ରକ୍ତରଞ୍ଜିତ ହେବ ଶୁଲିଆ ପୀଠ। କୋଭିଡ୍‌ କଟକଣା ଭିତରେ ପାଳନ କରାଯିବ ଏହି ଯାତ୍ରା । ପରମ୍ପରା ନାଁରେ ପଶୁବଳୀ ପାଇଁ ପସ୍ତୁତ ହୋଇଛନ୍ତି…

ପୁଣି ପଶୁଙ୍କ ବଳିରେ ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

ବଲାଙ୍ଗିର: ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପଡିଲା ବଳି। ପୁଣି ପଶୁଙ୍କ ବଳିରେ ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । କରୋନା କଟକଣା ମଧ୍ୟରେ ଆଦିବାସୀମାନେ ପାରମ୍ପରିକ ଶୋଭାଯାତ୍ରାରେ ଆସି ବଳି ପକାଇଛନ୍ତି। ଖଇରଗୁଡ଼ାର ମୁଖ୍ୟ ଖଳା କୁମୁରିଆର ସାନଖଳା ଓ ନୂଆଖଳାରେ ଶୁଲିଆ ପୂଜା ପରେ…

ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା, ବଳି ସଂଖ୍ୟା ସୀମିତ କରିବାକୁ ଜିଲ୍ଲା ପ୍ରଶାସନର ନିବେଦନ

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ପୁଣି ପଶୁଙ୍କ ବଳିରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ପରମ୍ପରା ଅନୁସାରେ ପୂଜା କରିବାକୁ ପ୍ରସ୍ତୁତ ହୋଇଛନ୍ତି ଆଦିବାସୀ । ହେଲେ ବଳି ସଂଖ୍ୟା ସିମିତ କରିବାକୁ ଜିଲ୍ଲା ପ୍ରଶାସନ ଆଦିବାସୀଙ୍କୁ ନିବେଦନ କରିଛି । ଶାନ୍ତି ଶୃଙ୍ଖଳା…

ବଜାୟ ରହିବ ପରମ୍ପରା, ୧୯ରେ ହେବ ଶୁଳିଆ ଯାତ୍ରା, ପଡିବ ବଳି

ବଲାଙ୍ଗିର (କେନ୍ୟୁଜ) : ଆସନ୍ତା ୧୯ ତାରିଖରେ ଆଦିବାସୀ ଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା । ପ୍ରତି ବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳ ବାରରେ ଏହି ଯାତ୍ରା ପାଳନ କରାଯାଏ । ଚଳିତ ବର୍ଷ କୋଭିଡ କଟକଣା ମାନି ପରମ୍ପରା ବଜାୟ ରଖିବାକୁ ପୂଜା କମିଟିର ନିଷ୍ପତ୍ତି । ପୀଠରେ ବଳୀ ପ୍ରଥା ବଜାୟ…

ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା, ପଶୁବଳୀ ପାଇଁ ପସ୍ତୁତ ଆଦିବାସୀ

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଖଇରଗୁଡ଼ାର ବଡ଼ଖଲା,କୁମୁରିଆର ସାନଖଲାରେ ଭିଡ଼ ଦେଖିବାକୁ ମିଳିଛି । ପରମ୍ପରା ନାଁରେ ପଶୁବଳୀ ପାଇଁ ପସ୍ତୁତ ହୋଇଛନ୍ତି ଆଦିବାସୀ । ଗତକାଲି ମଧ୍ୟରାତ୍ରୀରେ ସରିଛି ନିଶିପୂଜା । ଚଳିତବର୍ଷ ୩ ଦିନ ଧରି…