ଆଜି ମହରମ୍‌, ବର୍ଷ ବର୍ଷ ଧରି ଜଣେ ହିନ୍ଦୁ ପରିବାର ପାଳୁଛନ୍ତି ଏହି ପର୍ବ

ସମ୍ବଲପୁର(କେନ୍ଯୁଜ୍) : ଆଜି ମହରମ୍‌। ମୁସଲିମ୍‌ ଧର୍ମାବଲମ୍ବୀଙ୍କ ତ୍ୟାଗ ଓ ବଳିଦାନର ପର୍ବ। ସମ୍ବଲପୁରରେ ୧୯୬୪ ମସିହାରୁ ଏକ ହିନ୍ଦୁ ପରିବାରରେ ପାଳିତ ହୋଇଆସୁଛି ମହରମ୍‌ ପର୍ବ। ପିଢି ପରେ ପିଢି ଏହାକୁ ପାଳନ କରୁଛନ୍ତି ମୋଦିପଡ଼ାର ପଢିହାରୀ ପରିବାର। ଦୀର୍ଘ ୩୫୪ ବର୍ଷ ହେଲା ଏହି ପରିବାରରୁ ତାଜିଆ ବାହାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.