ଆଜି ରାଜ୍ୟର ୩୮୩ଟି କେନ୍ଦ୍ରରେ ହେବ ଟିକାଦାନ, ଜଗତସିଂହପୁର ଓ ସୋନପୁରରେ ଟିକାକରଣ ବନ୍ଦ

ଭୁବନେଶ୍ବର: ଆଜି ରାଜ୍ୟର ୩୮୩ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ହେବ। ଜଗତସିଂହପୁର ଓ ସୋନପୁରରେ ଟିକାକରଣ ହେବ ନାହିଁ। ରାଜ୍ୟ ପାଖରେ ରହିଥିବା କୋଭିଡ ଟିକା ଅନୁଯାୟୀ ବିଭିନ୍ନ କେନ୍ଦ୍ରରେ ଟିକାଦାନ ହେବ।

ରାଜ୍ୟ ପାଖରେ ନିଜସ୍ୱ କ୍ରୟ କରାଯାଇଥିବା ୮୪ହଜାର ୭୮୦ କୋଭାକ୍ସିନ ଟିକା ରହିଥିବା ବେଳେ ୮୦ହଜାର ୮୭୦ କୋଭିସିଲ୍‌ଡ ରହିଛି। ସେହିପରି କେନ୍ଦ୍ର ସରକାର ପ୍ରଦତ୍ତ ୩ଲକ୍ଷ ୭ହଜାର ୩୯୦ କୋଭାକ୍ସିନ ଟିକା ଥିବା ବେଳେ ୬୭ହଜାର ୬୪୦ କୋଭିସିଲ୍‌ଡ ଟିକା ରହିଛ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.