Below header

କିଟରେ ଚାଲିଛି ୬୯ତମ ଜାତୀୟ ଭଲିବଲ୍ ଚାମ୍ପିଅନସିପ: ଫାଇନାଲ ଲାଇନ୍ ଅପ ଚୂଡାନ୍ତ,ଆସନ୍ତାକାଲି ଫାଇନାଲ ମ୍ୟାଚ୍

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର କିଟ୍ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ଭଲିବଲ୍ ଚାମ୍ପିଅନସିପର ଫାଇନାଲ ଲାଇନ୍ ଅପ ଚୂଡାନ୍ତ ହୋଇଛି। ପୁରୁଷ ବିଭାଗରେ ହରିୟାଣା ଓ ଆସାମ ମଧ୍ୟରେ ଟାଇଟଲ ଲଢେଇ ହେବ। ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମୁହାଁମୁହିଁ ହେବେ ରେଳବାଇ ଓ କେରଳା।

ସେପଟେ ମହିଳା ବିଭାଗ ଫାଇନାଲରେ ରେଳବାଇ ଓ କେରଳ ମଧ୍ୟରେ ଟକ୍କର ହେବ। ତୃତୀୟ ଓ ଚୁତୁର୍ଥ ସ୍ଥାନ ପାଇଁ ହିମାଚଳପ୍ରଦେଶ ଓ ପଶ୍ଚିମବଙ୍ଗ ମଧ୍ୟରେ ମୁକାବିଲା ହେବ। ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.