ଜୁନ୍ ୬ରୁ ତାସକେଣ୍ଟଠାରେ ୧୭ ବର୍ଷରୁ କମ୍ ଏସିଆ ମହିଳା ଭଲିବଲ ଚାମ୍ପିୟନସିପ୍: କାଲିଠୁ କିଟ୍ ପରିସରରେ ଟିମ୍ର…
ଭୁବନେଶ୍ବର(କେନ୍ୟୁଜ୍): କିଟ୍ରେ ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଭଲିବଲ ଟିମ୍ର ଚୟନ ଟ୍ରାଏଲ । ୧୭ ବର୍ଷରୁ କମ୍ ଏସିଆ ମହିଳା ଭଲିବଲ ଚାମ୍ପିୟନସିପ୍ର ୧୪ ତମ ସଂସ୍କରଣ ଉଜ୍ବେକିସ୍ତାନର ତାସକେଣ୍ଟଠାରେ ଜୁନ୍ ୬ରୁ ୧୩ ଯାଏ ଅନୁଷ୍ଠିତ ହେବ । ଭଲିବଲ୍ ଫେଡେରେଶନ ଅଫ୍ ଇଣ୍ଡିଆ ପକ୍ଷରୁ…