ଟ୍ରାଇର ନୂଆ ନିୟମକୁ ବିରୋଧ,କାଲି ପାଳନ ହେବ କଳା ଦିବସ

ଟ୍ରାଇର ନୂଆ ନିୟମକୁ ବିରୋଧ କରି ଆସନ୍ତାକାଲି ସାରା ଦେଶରେ କେବଲ ଅପରେଟର କଳା ଦିବସ ପାଳନ କରିବେ । ୨୪ ଘଣ୍ଟା ପାଇଁ ସାରା ଦେଶରେ ସେମାନେ ପ୍ରସାରଣ ବନ୍ଦ ରଖିବେ । ଓଡ଼ିଶା କେବଲ ଅପରେଟର ସଂଘ ଏଥିରେ ସାମିଲ ହେବ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଓଡ଼ିଶା କେବଲ ଅପରେଟର ଆସୋସିଏସନର ସଂପାଦକ କେ.ସେସୁ ସାଇ ।

CABLE ଟ୍ରାଇ ପକ୍ଷରୁ ଆସନ୍ତା ଫେବ୍ରୁଆରୀ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଗ୍ରାହକ ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ କେବଳ ସେତିକିର ହିଁ ଦେୟ ଦେବେ । ଏହାକୁ ବିରୋଧ କରୁଛନ୍ତି କେବଲ ଅପରରେଟର ।

Leave A Reply

Your email address will not be published.