ରାଉରକେଲା ମାଲଗୋଦାମ ନିକଟସ୍ଥ ଟ୍ରାକରେ ଦୁଇଟି ବଗି ଲାଇନଚ୍ୟୁତ

ରାଉରକେଲା(କେନ୍ୟୁଜ୍) : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ରାଉରକେଲା ମାଲଗୋଦାମ ନିକଟସ୍ଥ ଟ୍ରାକରେ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ରାୟପୁରରୁ ପଶ୍ଚିମବଙ୍ଗ ଯାଉଥିବା ଦୁଇଟି ସିମେଣ୍ଟ ବୋଝେଇ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଫଳରେ ଅନେକ ଟ୍ରେନ୍‌ ଅଟକି ରହିଛି। ରେଳ ବିଭାଗ ପକ୍ଷରୁ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ କରିବା ପାଇଁ ଉଦ୍ୟମ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.